ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମେ’ ୨୩ରେ ଭୋଟ ଗଣତି ପରେ ନେତାଙ୍କ ଭାଗ୍ୟ ସ୍ପଷ୍ଟ ହୋଇଛି। ଆସନ୍ତୁ ନଜର ପକାଇବା ରାଜ୍ୟର ୨୧ ଲୋକସଭା ଆସନରେ କେଉଁ ପ୍ରାର୍ଥୀ କେଉଁଠି କେତେ ଭୋଟରେ ବିଜୟୀ ହୋଇଛନ୍ତିା

ଭୁବନେଶ୍ୱର: ଅପରାଜିତା ଷଡଙ୍ଗୀ (ବିଜେପି) –  ୨୨,୮୩୯ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅରୂପ ପଟ୍ଟନାୟକ

ପୁରୀ : ପିନାକୀ ମିଶ୍ର(ବିଜେଡି) ୧୧୭୧୪ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସମ୍ବିତ୍ ପାତ୍ର

ସୁନ୍ଦରଗଡ଼ : ଜୁଏଲ ଓରାମ (ବିଜେପି)୨୨୩୦୬୫ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ଜର୍ଜ ତିର୍କୀ

ସମ୍ବଲପୁର: ନୀତେଶ ଗଙ୍ଗଦେବ(ବିଜେପି) ୯୧୬୨ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ିର ନଳିନୀ ପ୍ରଧାନ

ବରଗଡ଼: ସୁରେଶ ପୂଜାରୀ(ବିଜେପି) ୬୩,୯୩୯ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ

କେନ୍ଦୁଝର: ଚନ୍ଦ୍ରାଣି ମୁର୍ମୁ(ବିଜେଡି) ୬୬,୨୦୩ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅନନ୍ତ ନାୟକ

ଢେଙ୍କାନାଳ: ମହେଶ ସାହୁ(ବିଜେଡି) ୩୫,୪୧୨ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରୁଦ୍ର ନାରାୟଣ ପାଣି

ନବରଙ୍ଗପୁର: ରମେଶ ଚନ୍ଦ୍ର ମାଝୀ(ବିଜେଡି) ୪୨୯୦୦ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପ୍ରଦୀପ ମାଝୀ

କୋରାପୁଟ: ସପ୍ତଗିରି ଉଲାକା( କଂଗ୍ରେସ) ୩୬୧୩ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ କୌଶଲ୍ୟା ହିକକା (ବିଜେଡି)

ବ୍ରହ୍ମପୁର: ଚନ୍ଦ୍ରଶେଖର ସାହୁ(ବିଜେଡି) ୯୪,୮୪୪ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଭୃଗୁ ବକ୍ସି ପାତ୍ର

କଳାହାଣ୍ଡି: ବସନ୍ତ ପଣ୍ଡା(ବିଜେପି) ୨୬,୮୧୪ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପୁଷ୍ପେନ୍ଦ୍ର ସିଂହ ଦେଓ

କନ୍ଧମାଳ: ଅଚ୍ୟୁତାନନ୍ଦ ସାମନ୍ତ(ବିଜେଡି) ୧, ୪୯, ୨୧୬ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦୀ ବିଜେପିର ଖାରବେଳ ସ୍ୱାଇଁ

ଆସିକା: ପ୍ରମିଳା ବିଷୋୟୀ(ବିଜେଡି) ୨୦୪୭୦ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅନୀତା ଶୁଭଦର୍ଶିନୀ

ବଲାଙ୍ଗିର: ସଙ୍ଗୀତ ସିଂହଦେଓ(ବିଜେପି) ୧୯,୫୧୬ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେଡିର କଳିକେଶ ନାରାୟଣ ସିଂହଦେଓ

କଟକ: ଭର୍ତ୍ତୃହରି ମହତାବ(ବିଜେଡି)୧,୨୧,୨୦୨ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରକାଶ ମିଶ୍ର

ମୟୂରଭଞ୍ଜ: ବିଶ୍ୱେଶ୍ବର ଟୁଡୁ(ବିଜେପି) ୨୫୨୫୬ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦେବାଶିଷ ମାରାଣ୍ଡି

ବାଲେଶ୍ୱର: ପ୍ରତାପ ଷଡଙ୍ଗୀ(ବିଜେପି) ୧୨,୯୫୬ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରବୀନ୍ଦ୍ର କୁମାର ଜେନ

ଭଦ୍ରକ: ମଞ୍ଜୁଳା ମଣ୍ଡଳ(ବିଜେଡି) ୨୮,୨୯୦ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦ୍ୱୀ ଅଭିମନ୍ୟୁ ସେଠୀ ବିଜେପି

ଯାଜପୁର: ଶର୍ମିଷ୍ଠା ସେଠୀ(ବିଜେଡି) ୧,୦୧,୬୯୩
ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅମୀୟକାନ୍ତ ମଲ୍ଲିକ

କେନ୍ଦ୍ରାପଡ଼ା: ଅନୁଭବ ମହାନ୍ତି(ବିଜେଡି) ୧,୫୨,୫୮୪ ଭୋଟରେ ବିଜୟୀ
ପ୍ରତିଦ୍ୱନ୍ଦୀ ବିଜେପିର ବୈଜୟନ୍ତ ପଣ୍ଡା

ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ(ବିଜେଡି) ୨,୭୧,୬୫୫) ଭୋଟରେ ବିଜୟୀ

ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବିଷ୍ଣୁପ୍ରସାଦ ତରାଇ

Comment