ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ସାଧାରଣ ନିର୍ବାଚନରେ ୧୪୬ ବିଧାନସଭା ଆସନରୁ କିଏ କେଉଁଠୁ ବିଜୟ ହୋଇଛନ୍ତି ତାହା ଉପରେ ନଜର ପକାନ୍ତୁ।

ଭୁବନେଶ୍ୱର

ଭୁବନେଶ୍ୱର ମଧ୍ୟ – ଅନନ୍ତ ନାରାୟଣ ଜେନା (ବିଜେଡି)

ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ (ବିଜେଡି)

ଭୁବନେଶ୍ୱର ଏକାମ୍ର – ଅଶୋକ ଚନ୍ଦ୍ର ପଣ୍ଡା (ବିଜେଡି)

ଭୁବନେଶ୍ୱର ଜୟଦେବ – ଅରବିନ୍ଦ ଢାଲି (ବିଜେଡି)

ଜଟଣୀ – ସୁରେଶ ରାଉତରାୟ (କଂଗ୍ରେସ)

ଖୋର୍ଦ୍ଧା – ଜିତୁ ମିତ୍ର (ବିଜେଡି)

ବେଗୁନିଆ – ରାଜେନ୍ଦ୍ର କୁମାର ସାହୁ (ବିଜେଡି)

ସୁନ୍ଦରଗଡ଼

ସୁନ୍ଦରଗଡ଼ – କୁଷୁମ ଟେଟେ (ବିଜେପି)

ବଣାଇ – ଲକ୍ଷ୍ମଣ ମୁଣ୍ଡା (ସିପିଏମ୍)

ରଘୁନାଥପାଲ୍ଲି – ସୁବ୍ରତ ତରାଇ (ବିଜେଡି)

ରାଉରକେଲା – ସାରଦା ନାୟକ (ବିଜେଡି)

ବିରମିତ୍ରପୁର – ଶଙ୍କର ଓରାମ (ବିଜେପି)

ରାଜଗାଙ୍ଗପୁର – ସ ଏସ୍ ରାଜନ୍ ଏକା (କଂଗ୍ରେସ)

ତଳସରା – ଭବାନୀ ଶଙ୍କର ଭୋଇ (ବିଜେପି)

ବରଗଡ଼

ବରଗଡ଼ – ଦେବେଶ ଆଚାର୍ଯ୍ୟ (ବିଜେଡି)

ବିଜେପୁର – ନବୀନ ପଟ୍ଟନାୟକ (ବିଜେଡି)

ଅତାବିରା – ସେହାଙ୍ଗିନୀ ଛୁରିଆ (ବିଜେଡି)

ଭଟ୍ଟଲି – ସୁଶାନ୍ତ ସିଂହ (ବିଜେଡି)

ପଦ୍ମପୁର – ବିଜୟ ରଞ୍ଜନ ବରିହା (ବିଜେଡି)

ଝାରସୁଗୁଡ଼ା – ନବ କିଶୋର ଦାସ (ବିଜେଡି)

ବ୍ରଜରାଜ ନଗର – କିଶୋର ମହାନ୍ତି (ବିଜେଡି)

ସମ୍ବଲପୁର

ସମ୍ବଲପୁର- ଜୟ ନାରାୟଣ ମିଶ୍ର (ବିଜେପି)

କୁଚିଣ୍ଡା – କିଶୋର ଚନ୍ଦ୍ର ନାୟକ (ବିଜେଡି)

ରେଙ୍ଗାଳି – ନାଉରି ନାୟକ (ବିଜେପି)

ରେଢ଼ାଖୋଲ – ରୋହିତ ପୂଜାରୀ (ବିଜେଡି)

ଦେବଗଡ଼ – ସୁବାଶ ଚନ୍ଦ୍ର ପାଣିଗ୍ରାହୀ (ବିଜେପି)

ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା (ବିଜେଡି)

ଆଠମଲ୍ଲିକ – ରମେଶ ଚନ୍ଦ୍ର ସାଏ (ବିଜେଡି)

ବଲାଙ୍ଗିର

ବଲାଙ୍ଗିର – ନରସିଂହ ମିଶ୍ର (କଂଗ୍ରେସ)

ବିରମହାରାଜପୁର – ପଦ୍ମନାଭ ବେହେରା (ବିଜେଡି)

ସୋନପୁର – ନିରଞ୍ଜନ ପୂଜାରୀ (ବିଜେଡି)

ଲୋଇସିଂହା – ମୁକେଶ ମହାଲିଙ୍ଗ (ବିଜେପି)

ପାଟଣାଗଡ଼ – ସରୋଜ କୁମାର ମେହେର (ବିଜେଡି)

ଟିଟିଲାଗଡ଼ – ଟୁକୁନି ସାହୁ (ବିଜେଡି)

କଣ୍ଟାବାଞ୍ଜି – ସନ୍ତୋଷ ସିଂହ ସାଲୁକା (କଂଗ୍ରେସ)

ପୁରୀ

ପୁରୀ ସଦର – ଜୟନ୍ତ ଷଡ଼ଙ୍ଗୀ (ବିଜେପି)

ବ୍ରହ୍ମଗିରି – ଲଳିତେନ୍ଦୁ ମହାପାତ୍ର (ବିଜେପି)

ପିପିଲି – ପ୍ରଦୀପ ମହାରଥୀ (ବିଜେଡି)

ସତ୍ୟବାଦୀ – ଉମାକାନ୍ତ ସାମନ୍ତରାୟ (ବିଜେଡି)

ରଣପୁର – ସତ୍ୟ ନାରାୟଣ ପ୍ରଧାନ (ବିଜେଡି)

ନୟାଗଡ଼ – ଅରୁଣ ସାହୁ (ବିଜେଡି)

ଚିଲିକା – ପ୍ରଶାନ୍ତ ଜଗଦେବ (ବିଜେଡି)

ଢେଙ୍କାନାଳ

ଢେଙ୍କାନାଳ – ସୁଧୀର ସାମଲ (ବିଜେଡି)

ହିନ୍ଦୋଳ – ସୀମାରାଣୀ ନାୟକ (ବିଜେଡି)

କାମାକ୍ଷାନଗର- ପ୍ରଫୁଲ୍ଲ ମଲ୍ଲିକ (ବିଜେଡି)

ପରଜଙ୍ଗ – ନୃସିଂହ ସାହୁ (ବିଜେଡି)

ଅନୁଗୁଳ – ରଜନିକାନ୍ତ ସିଂହ (ବିଜେଡି)

ତାଳଚେର – ବ୍ରଜ ପ୍ରଧାନ (ବିଜେଡି)

ପାଲଲହଡ଼ା – ମୁକେଶ ପାଲ୍ (ବିଜେଡି)

କେନ୍ଦୁଝର

କେନ୍ଦୁଝର – ମୋହନ ମାଝି (ବିଜେପି)

ଚମ୍ପୁଆ – ମୀନାକ୍ଷୀ ମହନ୍ତ (ବିଜେଡି)

ଅନନ୍ଦପୁର – ଭାଗୀରଥୀ ସେଠୀ (ବିଜେଡି)

ଘସିପୁରା – ବଦ୍ରି ନାରାୟଣ ପାତ୍ର (ବିଜେଡି)

କରଞ୍ଜିଆ – ବାସନ୍ତୀ ହେମ୍ବ୍ରନ (ବିଜେଡି)

ତେଲକୋଇ – ପ୍ରେମାନନ୍ଦ ନାୟକ (ବିଜେଡି)

ପାଟଣା – ଜଗନ୍ନାଥ ନାୟକ (ବିଜେଡି)

ମୟୂରଭଞ୍ଜ 

ଯସିପୁର – ଗଣେଷ ରାମସିଂହ ଖୁଣ୍ଟିଆ (ବିଜେପି)

ସାରସକଣା – ଭୂଦାନ ମୁର୍ମୁ (ବିଜେପି)

ରାଇରଙ୍ଗପୁର – ନବଚରଣ ମାଝି (ବିଜେପି)

ବାଙ୍ଗିରିପୋଷି – ସୁଦାମ ମାରାଣ୍ଡି (ବିଜେଡି)

ଉଦଳା – ଭାଷ୍କର ମଡେଲ (ବିଜେପି)

ବାରିପଦା –ପ୍ରକାଶ ସୋରେନ୍ (ବିଜେପି)

ମୋରଡ଼ା – ରାଜକିଶୋର ଦାସ (ବିଜେଡି)

ବାଲେଶ୍ବର

ବଡ଼ସାହି – ସନାତନ ବିଜୁଳି (ବିଜେପି)

ଜଳେଶ୍ବର – ଅଶ୍ୱିନୀ କୁମାର ପାତ୍ର(ବିଜେଡି)

ଭୋଗରାଇ – ଅନନ୍ତ ଦାସ(ବିଜେଡି)

ବସ୍ତା – ନିତ୍ୟାନନ୍ଦ ସାହୁ(ବିଜେଡି)

ବାଲେଶ୍ୱର – ମଦନ ମୋଦନ ଦତ୍ତ (ବିଜେପି)

ରେମୁଣା – ସୁଧାଂଶୁ ଶେଖର ପରିଡ଼ା(ବିଜେଡି)

ନୀଳଗିରି – ସୁକାନ୍ତ କୁମାର ନାୟକ (ବିଜେପି)

ଭଦ୍ରକ

ସୋର – ପର୍ଶୁରାମ ଧଡ଼ା(ବିଜେଡି)

ଶିମୁଳିଆ- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ(ବିଜେଡି)

ଭଣ୍ଡାରୀ ପୋଖରୀ – ପ୍ରଫୁଲ୍ଲ ସାମଲ(ବିଜେଡି)

ଭଦ୍ରକ – ସଞ୍ଜୀବ କୁମାର ମଲ୍ଲିକ(ବିଜେଡି)

ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ(ବିଜେଡି)

ଧାମନଗର – ବିଷ୍ଣୁ ଚରଣ ସେଠୀ (ବିଜେପି)

ଚାନ୍ଦବାଲି – ବ୍ୟୋମକେଶ ରାୟ(ବିଜେଡି)

ଯାଜପୁର 

ବିଞ୍ଝାରପୁର – ପ୍ରମିଳା ମଲ୍ଲିକ(ବିଜେଡି)

ବରୀ – ସୁନନ୍ଦା ଦାସ(ବିଜେଡି)

ବଡ଼ଚଣା – ଅମର କୁମାର ଶତପଥୀ(ବିଜେଡି)

ଧର୍ମଶାଳା- ପ୍ରଣବ କୁମାର ବଳବନ୍ତରାୟ(ବିଜେଡି)

ଯାଜପୁର – ପ୍ରଣବ ପ୍ରକାଶ ଦାସ(ବିଜେଡି)

କୋରେଇ – ଅଶୋକ ବଳ(ବିଜେଡି)

ସୁକିନ୍ଦା – ପ୍ରୀତି ରଞ୍ଜନ ଘଡ଼ାଇ(ବିଜେଡି)

କେନ୍ଦ୍ରାପଡ଼ା

ସାଲେପୁର- ପ୍ରଶାନ୍ତ ବେହେରା(ବିଜେଡି)

ମାହାଙ୍ଗା – ପ୍ରତାପ ଜେନା(ବିଜେଡି)

କେନ୍ଦ୍ରାପଡ଼ା – ଶଶୀ ଭୂଷଣ ବେହେରା(ବିଜେଡି)

ଆଳି – ପ୍ରତାପ ଦେବ(ବିଜେଡି)

ରାଜନଗର – ଧ୍ରୁବଚରଣ ସାହୁ(ବିଜେଡି)

ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ(ବିଜେଡି)

ଜଗତସିଂହ ପୁର 

ପାରାଦୀପ – ସମ୍ବିତ ରାଉତରାୟ(ବିଜେଡି)

ନିଆଳୀ – ପ୍ରମୋଦ କୁମାର ମଲ୍ଲିକ(ବିଜେଡି)

ତିର୍ତ୍ତୋଲ – ବିଷ୍ଣୁ ଦାସ(ବିଜେଡି)

ବାଲିକୁଦା – ଏରସମା – ରଘୁନନ୍ଦନ ଦାସ(ବିଜେଡି)

ଜଗତସିଂହ ପୁର – ପ୍ରସାନ୍ତ କୁମାର ମୁଦୁଲି(ବିଜେଡି)

କାକଟପୁର – ତୁଷାରକାନ୍ତି ବେହେରା(ବିଜେଡି)

ନିମାପଡ଼ା – ସମୀର ରଞ୍ଜନ ଦାସ(ବିଜେଡି)

କଟକ

ବଡ଼ମ୍ବା –ଦେବୀ ପ୍ରସାଦ ମିଶ୍ର(ବିଜେଡି)

ବାଙ୍କୀ – ଦେବୀ ରଞ୍ଜନ ତ୍ରିପାଠୀ(ବିଜେଡି)

ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ବିଜେଡି)

ବାରବାଟୀ କଟକ – ମହମ୍ମଦ ମୋକିମ (କଂଗ୍ରେସ)

ଚୌଦ୍ୱାର କଟକ – ସୌଭିକ ବିଶ୍ୱାଳ(ବିଜେଡି)

କଟକ ସଦର – ଚନ୍ଦ୍ର ସାରଥୀ ବେହେରା(ବିଜେଡି)

ଖଣ୍ଡପଡ଼ା – ସୌମ୍ୟ ରଞ୍ଜନ ପଟ୍ଟନାୟକ(ବିଜେଡି)

ନବରଙ୍ଗପୁର 

ଝରିଗାଁ – ପ୍ରକାଶ ମାଝି(ବିଜେଡି)

ଡାବୁଗାଁ – ମନୋହର ରନ୍ଧାରୀ(ବିଜେଡି)

ନବରଙ୍ଗପୁର – ସଦାଶିବ ପ୍ରଧାନ(ବିଜେଡି)

ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ (ବିଜେପି)

ଚିତ୍ରକୋଣ୍ଡା – ପୁର୍ଣ୍ଣଚନ୍ଦ୍ର ବାକା(ବିଜେଡି)

ମାଲକାନଗିରି – ଆଦିତ୍ୟ ମାଢ଼ି(ବିଜେପି)

କୋଟପାଡ଼ – ପଦ୍ମିନୀ ଦିଆନ(ବିଜେଡି)

କୋରାପୁଟ 

ଗୁଣୁପୁର – ରଘୁନାଥ ଗମାଙ୍ଗ(ବିଜେଡି)

ବିଷମକଟକ – ଜଗନ୍ନାଥ ସାରକା(ବିଜେଡି)

ରାୟଗଡ଼ା –ମକରନ୍ଦ ମୁଦୁଲି (ସ୍ୱାଧୀନ)

ଲକ୍ଷ୍ମୀପୁର – ପ୍ରଭୁ ଜାନି(ବିଜେଡି)

ଜୟପୁର – ତାରା ପ୍ରସାଦ ବାହିନୀ ପତି (କଂଗ୍ରେସ)

କେରାପୁଟ – ରଘୁରାମ ପଡ଼ାଲ(ବିଜେଡି)

ପଟ୍ଟାଙ୍ଗୀ – ପିତମ ପାଢ଼ି(ବିଜେଡି)

ବ୍ରଦ୍ମପୁର

ଛତ୍ରପୁର – ସୁବାଶ ବେହେରା(ବିଜେଡି)

ଗୋପାଳପୁର – ପ୍ରଦୀପ ପାଣିଗ୍ରାହୀ(ବିଜେଡି)

ବ୍ରହ୍ମପୁର– ବିକ୍ରମ ପଣ୍ଡା(ବିଜେଡି)

ଦିଗପହଣ୍ଡି – ସୂର୍ଯ୍ୟ ନାରାୟଣ ପାତ୍ର(ବିଜେଡି)

ଚିକିଟି – ଉଷା ଦେବୀ(ବିଜେଡି)

ମୋହନା – ଦାଶରଥୀ ଗମାଙ୍ଗ (କଂଗ୍ରେସ)

ପାରଳାଖେମୁଣ୍ଡି – କେ ନାରାୟଣ ରାଓ (ବିଜେପି)

କଳାହାଣ୍ତି

ନୂଆପଡ଼ା – ରାଜେନ୍ଦ୍ର ଢୋଲକିଆ(ବିଜେଡି)

ଖରିଆର – ଅଧିରାଜ ମୋହନ ପାଣିଗ୍ରାହୀ(କଂଗ୍ରେସ)

ଲାଞ୍ଜିଗଡ଼ – ପ୍ରଦୀପ ଦିଶାରୀ(ବିଜେଡି)

ଜୁନାଗଡ଼ – ଦିବ୍ୟ ଶଙ୍କର ମିଶ୍ର(ବିଜେଡି)

ଧର୍ମଗଡ଼ –ମୌସୁଦି ବାଗ(ବିଜେଡି)

ଭବାନୀ ପାଟଣା – ପ୍ରଦୀପ୍ତ ନାୟକ (ବିଜେପି)

ନର୍ଲା – ଭୁପିନ୍ଦର ସିଂହ(ବିଜେଡି)

କନ୍ଧମାଳ

ବାଲିଗୁଡ଼ା – ଚକ୍ରମଣୀ କହଁର(ବିଜେଡି)

ଜି ଉଦୟଗିରି – ସାଲୁଗା ପ୍ରଧାନ(ବିଜେଡି)

ଫୁଲବାଣୀ – ଅଙ୍ଗଦ କହଁର(ବିଜେଡି)

କଣ୍ଟାମାଳ –ମହୀଧର ରଣା(ବିଜେଡି)

ବୌଦ୍ଧ- ପ୍ରଦୀପ କୁମାର ଅମାତ(ବିଜେଡି)

ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା(ବିଜେଡି)

ଭଞ୍ଜନଗର –ବିକ୍ରମ କେଶରୀ ଆରୁଖ(ବିଜେଡି)

ଆସିକା –

ପୋଲସରା- ଶ୍ରୀକାନ୍ତ ସାହୁ(ବିଜେଡି)

କବିସୂର୍ଯ୍ୟନଗର – ଲତିକା ପ୍ରଧାନ(ବିଜେଡି)

ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ(ବିଜେଡି)

ଆସିକା – ମଞ୍ଜୁଳା ସ୍ୱାଇଁ(ବିଜେଡି)

ସୋରଡା –ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ(ବିଜେଡି)

ସାନଖେମୁଣ୍ଡି – ରମେଶ ଜେନା (କଂଗ୍ରେସ)

ହିଞ୍ଜିଳି –ନବୀନ ପଟ୍ଟନାୟକ(ବିଜେଡି)

Comment