ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନଙ୍କ ପରଲୋକ ଘଟିଛିା ସୋମାବର ସକାଳେ ବୀରୁ ଦେବଗନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତିା ରିପୋର୍ଟ ଅନୁସାରେ ଭିରୁ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ।

ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚକିତ୍ସିତ ହେଉଥିଲୋ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛିା

ବୀରୁ ଦେବଗନ ବଲିଉଡରେ ଅଭିନେତା, ନିର୍ଦ୍ଦେଶକ, ଲେଖକ, ପ୍ରଡ୍ୟୁସର ଏବଂ କୋରିୟୋଗ୍ରାଫର ଭାବେ କାମ କରିଥିଲୋ ତାଙ୍କ ଫିଲ୍ମ କ୍ୟାରିୟର ଭିତରେ ସେ ପାଖାପାଖି ୮୦ ଫିଲ୍ମରେ ଷ୍ଟଣ୍ଟର ନିର୍ଦ୍ଦେଶନା ଦେଇଥିଲୋ
ତାଙ୍କ ଜନ୍ମ ପଞ୍ଜାବର ଅମୃତସରରେ ହୋଇଥିଲା। ୧୯୯୯ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ହିନ୍ଦୁସ୍ତାନ କି କସମ’ରେ ଭିରୁ ନିର୍ଦ୍ଦେଶନା ଦେଇଥିଲୋ

ଏହାପରେ ସେ ବଲିଉଡର ଅନେକ ସୁପରହିଟ ଫିଲ୍ମରେ ଷ୍ଟଣ୍ଟ କୋରିୟୋଗ୍ରାଫି କରିଥିଲୋ ବଲିଉଡରେ ତାଙ୍କୁ ଷ୍ଟଣ୍ଟ ମାଷ୍ଟର ବୋଲି କୁହାଯାଏା

Comment