ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ନିଆଁ। ଯାନ୍ତ୍ରୀକ ତ୍ରୁଟି କାରଣରୁ ଆଜି ଲୋକମାନ୍ୟ ତିଲକ୍ ଏକ୍ସପ୍ରେସର ବ୍ରେକ୍ ସିଷ୍ଟମରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଝାଡ଼ଖଣ୍ଡର ଲୋଟପାହାଡ଼ ଏବଂ ଚକ୍ରଧରପୁର ମଧ୍ୟରେ ଲାଗିଥିଲା। ବଗି ତଳୁ ନିଆଁ ବାହାରୁଥିବା ଦେଖି ଟ୍ରେନ୍ କର୍ମଚାରୀ ଟ୍ରେନକୁ ଅଟକାଇଥିଲୋ

ଏହାପରେ ୧ ଘଣ୍ଟା ଧରି ମରାମତି କରାଯାଇଥିଲା। ମରାମତି ପରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିଥିଲା ଏକ୍ସପ୍ରେସ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Comment