ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ଥର ବୁଧବାର ସକାଳ ସାଢ଼େ ୧୦ଟାରେ ଶପଥ ନେବେ। ନବୀନଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ଏନେଇ ନବୀନ ନିବାସରୁ ନେତାଙ୍କ ପାଖକୁ ଫୋନ୍ କଲ୍ ଯାଇଛି। ପ୍ରଦର୍ଶନୀ ପଡିଆରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ନବୀନ ଏବଂ ତାଙ୍କ ନୂଆ ଟିମ୍ ଶପଥ ନେବେ।

ନବୀନଙ୍କ ନୂଆ ଟିମ୍

  • ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା
  • ଭଞ୍ଜନଗର ବିଧାୟକ ବିକ୍ରମକେଶରୀ ଆରୁଖ
  • ଭଟଲି ବିଧାୟକ ସୁଶାନ୍ତ ସିଂହ
  • ଏକାମ୍ର-ଭୁବନେଶ୍ୱର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା
  • ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ
  • ମାହାଙ୍ଗା ବିଧାୟକ ପ୍ରତାପ ଜେନା
  • ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ
  • ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ
  • ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର
  • ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
  • ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
  • ବିଷମ କଟକ ବିଧାୟକ ଜଗନ୍ନାଥ ସାରକା
  • ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀ
  • କୋଟପାଡ଼ ବିଧାୟକ ପଦ୍ମିନୀ ଦିଆନ
  • ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ
  • କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ
  • କାକଟପୁର ବିଧାୟକ ତୁଷାରକାନ୍ତି ବେହେରା
  • ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି
  • ନୟାଗଡ଼ ବିଧାୟକ ଅରୁଣ ସାହୁ
  • ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

Comment