ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ୯ଜଣ ରାଷ୍ଟ୍ରମନ୍ତ୍ରୀ ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆସନ୍ତୁ ଜାଣିବା ସେହି ୯ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ବାବଦରେ।

 ସମୀର ରଞ୍ଜନ ଦାଶ (ରାଷ୍ଟ୍ରମନ୍ତ୍ରୀ): ନିମାପଡ଼ା ବିଧାନସଭା ଆସନର ବିଧାୟକ ସମୀର ରଞ୍ଜନ ଦାଶ

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ରାଷ୍ଟ୍ରମନ୍ତ୍ରୀ) :  ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଧାନସଭା ଆସନର ବିଧାୟକ

କ୍ୟାପଟନ୍ ଦିବ୍ୟଶଙ୍କର ମିଶ୍ର (ରାଷ୍ଟ୍ରମନ୍ତ୍ରୀ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଲଗାତର ଦୁଇ ଥର ବିଧାୟକ

ପ୍ରେମାନନ୍ଦ ନାଏକ (ରାଷ୍ଟ୍ରମନ୍ତ୍ରୀ): କେନ୍ଦୁଝର ଜିଲ୍ଲା ତେଲକୋଇ ଆସନର ବିଧାୟକ

ରଘୁନନ୍ଦନ ଦାସ (ରାଷ୍ଟ୍ରମନ୍ତ୍ରୀ) : ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀରୁ ବିଧାୟକ

ପଦ୍ମିନୀ ଦିଆନ୍ (ରାଷ୍ଟ୍ରମନ୍ତ୍ରୀ): କୋଟପାଡ଼ ବିଧାନସଭା ଆସନର ବିଧାୟିକା

ତୁଷାରକାନ୍ତି ବେହେରା (ରାଷ୍ଟ୍ରମନ୍ତ୍ରୀ): କାକଟପୁର ବିଧାନସଭା ଆସନର ବିଧାୟକ

ଜଗନ୍ନାଥ ସାରକା (ରାଷ୍ଟ୍ରମନ୍ତ୍ରୀ) : ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀର ବିଧାୟକ

ଅଶୋକ ପଣ୍ଡା (ରାଷ୍ଟ୍ରମନ୍ତ୍ରୀ) – ଭୁବନେଶ୍ୱର-ଏକାମ୍ର ବିଧାୟକ

Comment