ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପୁଣିଥରେ ଜଜ୍ ଭାବେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି ବଲିଡଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତା ସେ ଏକ ଡ୍ୟାନ୍ସ ରିଅଲିଟି ସୋ’ରେ ଜଜ୍ କରୁଥିବା ଦେଖିବାକୁ ପାଇବେ ଦର୍ଶକା ଏହି ରିଅଲିଟି ସୋ ହେଉଛି ‘ଡ୍ୟାନ୍ସ ଦିଓ୍ୱାନେ’।  ଏହି ସୋ’ର ଦ୍ୱିତୀୟ ଭାଗ ଶୁବଶୀଘ୍ର ଆରମ୍ଭ ହେବାକୁ ଯାଉଛିା ଏହି ସୋ’ରେ ମାଧୁରୀଙ୍କ ସହିତ ସୋ’ର ନିର୍ଦ୍ଦେଶକ ଶଶାଙ୍କ ଖେତନ ଏବଂ ତୁଷାର କାଲିଆ ଭି ଜଜ୍ କରିବୋ

କଲର୍ସ ଟିଭିରେ ପ୍ରସାରିତ ଏହି ସୋ’ର ପ୍ରଥମ ଭାଗରେ ମଧ୍ୟ ମାଧୁରୀଙ୍କୁ ଜଜ୍ ଭାବେ ଦେଖିବାକୁ ମିଳିଥିଲା।

ସୋ’କୁ ନେଇ ଏକ ସାକ୍ଷାତକାରରେ ମାଧୁରୀ କହିଛନ୍ତି, ‘‘ ମୁଁ ଡ୍ୟାନ୍ସର ଦିଓ୍ୱାନି। ସେଥିପାଇଁ ଏହି ସୋ ମୋଇ ବହୁତ ଖାସ୍। ଏହି ସୋ’ର ପ୍ରଥମ ଭା ମତେ ବେଶ୍ ପ୍ରଭାବିତ କରିଥିଲା। ଏହି ସୋ’ ରେ ନୂଆ ପ୍ରତିଭାଙ୍କୁ ଦେଖିବାକୁ ମିଳୋ ପୁଣି ଥରେ ଜଜ୍ ଆସନରେ ବସିବାକୁ ଯାଉଥିବାରୁ ମୁଁ ବେଶ ଉତ୍ସାହିତ ଅଛିା

ସେହପରି ବଦ୍ରିନାଥ କି ଦୁଲହନିଆଁ, ହମ୍ପଟି ଶର୍ମା କି ଦୁଲହନିଆଁ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଶଶାଙ୍କ ବି ସୋ’କୁ ନେଇ ବେଶ ଉତ୍ସାହିତ ଅଛନ୍ତିା

Comment