ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ନବୀନଙ୍କ ମନ୍ତ୍ରିମଣ୍ଡଳର ୧୧ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଆଜି ଶପଥ ନେଇଛନ୍ତି। ରାଜ୍ୟାପାଳ ପ୍ରଫେସର ଗଣେଷୀ ଲାଲ୍ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆସନ୍ତୁ ଜାଣିବା ନବୀଙ୍କ ନୂଆ ଟିମରେ ସ୍ଥାନ ପାଇଥିବା ୧୧ ମନ୍ତ୍ରୀଙ୍କ ବାବଦରେ।

 ପ୍ରଫୁଲ ମଲ୍ଲିକ୍ (କ୍ୟାବିନେଟ୍ ମନ୍ତ୍ରୀ)– କାମାକ୍ଷାନଗର ବିଧାୟକ

ବିକ୍ରମ କେଶରୀ ଆରୁଖ (କ୍ୟାବିନେଟ୍ ମନ୍ତ୍ରୀ) – ଭଞ୍ଜନଗର ବିଧାୟକ

ଟୁକୁନି ସାହୁ (କ୍ୟାବିନେଟ୍ ମନ୍ତ୍ରୀ): ଟିଟିଲାଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଧାୟିକା

ରଣେନ୍ଦ୍ର ପ୍ରତାପ ସ୍ଵାଇଁ (କ୍ୟାବିନେଟ୍ ମନ୍ତ୍ରୀ)– ଆଠଗଡ ବିଧାୟକ

ଅରୁଣ ସାହୁ (କ୍ୟାବିନେଟ୍ ମନ୍ତ୍ରୀ)– ନୟାଗଡ ବିଧାୟକ

ପ୍ରତାପ ଜେନା (କ୍ୟାବିନେଟ୍ ମନ୍ତ୍ରୀ)– ମାହାଙ୍ଗା ବିଧାୟକ

ସୁଦାମ ମାରାଣ୍ଡି (କ୍ୟାବିନେଟ୍ ମନ୍ତ୍ରୀ)– ବାଙ୍ଗିରିପୋଷି ବିଧାୟକ

ନିରଞ୍ଜନ ପୂଜାରି (କ୍ୟାବିନେଟ୍ ମନ୍ତ୍ରୀ)– ସୋନପୁର ବିଧାୟକ

ପଦ୍ନନାଭ ବେହେରା (କ୍ୟାବିନେଟ୍ ମନ୍ତ୍ରୀ)– ବୀର ମହାରାଜପୁର ବିଧାୟକ

ସୁଶାନ୍ତ ସିଂ (କ୍ୟାବିନେଟ୍ ମନ୍ତ୍ରୀ) – ଭଟ୍ଟଲି ବିଧାୟକ

ନବକିଶୋର ଦାସ (କ୍ୟାବିନେଟ୍ ମନ୍ତ୍ରୀ):  ଝାରସୁଗୁଡ଼ା ବିଧାନସଭା ଆସନର ବିଧାୟକ

Comment