ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପଞ୍ଚମ ପାଳିରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରଫୁଲ ମଲ୍ଲିକ। କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ପୁଣିଥରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ପୂର୍ବରୁ ଶ୍ରୀ ମଲ୍ଲିକ ଖଣି ଓ ଇସ୍ପାତ ବିଭାଗର ଦାୟିତ୍ୱ ତୁଲାଇ ସାରିଛନ୍ତି। ପ୍ରଫୁଲ ମଲ୍ଲିକ୍ ଏଥର ବିଜେପିର ଶତୃଘ୍ନ ଜେନାଙ୍କୁ ୧୬ହଜାରରୁ ଅଧିକ ଭୋଟରେ ହରାଇ ବିଜୟ ହୋଇଛନ୍ତି।

Comment