ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନବୀନଙ୍କ ନୂଆ ଟିମରେ ୨୦ ଜଣଙ୍କ ଭିତରେ ୧୦ ନୂଆ ମୁହଁ ଅଛନ୍ତି। ଏମାନଙ୍କୁ ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଆସନ୍ତୁ ଜାଣିବା ନବୀନଙ୍କ ନୂଆ ଟିମରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ନାଁ।

ଟୁକୁନି ସାହୁ (କ୍ୟାବିନେଟ୍ ମନ୍ତ୍ରୀ): ଟିଟିଲାଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଧାୟିକା

ସମୀର ରଞ୍ଜନ ଦାଶ (ରାଷ୍ଟ୍ର ମନ୍ତ୍ରୀ): ନିମାପଡ଼ା ବିଧାନସଭା ଆସନର ବିଧାୟକ ସମୀର ରଞ୍ଜନ ଦାଶ

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ରାଷ୍ଟ୍ର ମନ୍ତ୍ରୀ) :  ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଧାନସଭା ଆସନର ବିଧାୟକ

ନବକିଶୋର ଦାସ (କ୍ୟାବିନେଟ୍ ମନ୍ତ୍ରୀ):  ଝାରସୁଗୁଡ଼ା ବିଧାନସଭା ଆସନର ବିଧାୟକ

କ୍ୟାପଟନ୍ ଦିବ୍ୟଶଙ୍କର ମିଶ୍ର (ରାଷ୍ଟ୍ର ମନ୍ତ୍ରୀ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଲଗାତର ଦୁଇ ଥର ବିଧାୟକ

ପ୍ରେମାନନ୍ଦ ନାଏକ (ରାଷ୍ଟ୍ର ମନ୍ତ୍ରୀ): କେନ୍ଦୁଝର ଜିଲ୍ଲା ତେଲକୋଇ ଆସନର ବିଧାୟକ

ରଘୁନନ୍ଦନ ଦାସ (ରାଷ୍ଟ୍ର ମନ୍ତ୍ରୀ) : ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀରୁ ବିଧାୟକ

ପଦ୍ମିନୀ ଦିଆନ୍ (ରାଷ୍ଟ୍ର ମନ୍ତ୍ରୀ): କୋଟପାଡ଼ ବିଧାନସଭା ଆସନର ବିଧାୟିକା

ତୁଷାରକାନ୍ତି ବେହେରା (ରାଷ୍ଟ୍ର ମନ୍ତ୍ରୀ): କାକଟପୁର ବିଧାନସଭା ଆସନର ବିଧାୟକ

ଜଗନ୍ନାଥ ସାରକା (ରାଷ୍ଟ୍ର ମନ୍ତ୍ରୀ) : ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀର ବିଧାୟକ

ରଣେନ୍ଦ୍ର ପ୍ରତାପ ସ୍ବାଇଁ (କ୍ୟାବିନେଟ୍ ମନ୍ତ୍ରୀ)– ଆଠଗଡ ବିଧାୟକ

ବିକ୍ରମ କେଶରୀ ଆରୁଖ (କ୍ୟାବିନେଟ୍ ମନ୍ତ୍ରୀ) – ଭଞ୍ଜନଗର ବିଧାୟକ

ପ୍ରଫୁଲ ମଲ୍ଲିକ୍ (କ୍ୟାବିନେଟ୍ ମନ୍ତ୍ରୀ)– କାମାକ୍ଷାନଗର ବିଧାୟକ

ନିରଞ୍ଜନ ପୂଜାରି (କ୍ୟାବିନେଟ୍ ମନ୍ତ୍ରୀ)– ସୋନପୁର ବିଧାୟକ

ପଦ୍ନନାଭ ବେହେରା (କ୍ୟାବିନେଟ୍ ମନ୍ତ୍ରୀ)– ବୀର ମହାରାଜପୁର ବିଧାୟକ

ପ୍ରତାପ ଜେନା (କ୍ୟାବିନେଟ୍ ମନ୍ତ୍ରୀ)– ମାହାଙ୍ଗା ବିଧାୟକ

ଅରୁଣ ସାହୁ (କ୍ୟାବିନେଟ୍ ମନ୍ତ୍ରୀ)– ନୟାଗଡ ବିଧାୟକ

ସୁଦାମ ମାରାଣ୍ଡି (କ୍ୟାବିନେଟ୍ ମନ୍ତ୍ରୀ)– ବାଙ୍ଗିରିପୋଷି ବିଧାୟକ

ସୁଶାନ୍ତ ସିଂ (କ୍ୟାବିନେଟ୍ ମନ୍ତ୍ରୀ) – ଭଟ୍ଟଲି ବିଧାୟକ

ଅଶୋକ ପଣ୍ଡା (ରାଷ୍ଟ୍ର ମନ୍ତ୍ରୀ) – ଭୁବନେଶ୍ୱର-ଏକାମ୍ର ବିଧାୟକ

Comment