ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭିର ଲୋକପ୍ରିୟ ସିରିଏଲ ମଧ୍ୟରୁ ‘ନାଗିନ ୩’ ଗୋଟିଏା ଏହି ସିରିଏଲର ଫାଇନାଲ ଏପିସୋଡ ସହିତ ଗତ ସପ୍ତାହରେ ସିରିଏଲ ଶେଷ ହୋଇଛିା ଶେଷ ଏପିସୋଡରେ ୩ଟି ସିଜିନର ମୁଖ୍ୟ ଚରିତ୍ରରେ ଥିବା ଅଭିନେତା, ଅଭିନେତ୍ରୀ ନଜର ଆସିଥିଲୋ ସୋ’ ସରିବା ପରେ ଏହି ସିରିଏଲରେ ବେଲା ଚରିତ୍ରରେ ଅଭିନୟ କରିଥିବା ସୁରଭିଜ୍ୟୋତି ଛୁଟି କାଟିବାକୁ ସୁଇଜରଲାଣ୍ଡ ଯାଇଛନ୍ତିା

ସ୍ୱିଜରଲାଣ୍ଡରେ ଛୁଟି କାଟୁଥିଲାବେଳେ ସୁରଭି କିଛି ଫଟୋ ଏବଂ ଭିଡିଓ ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତିା ଫଟୋ ଓ ଭିଡିଓରେ ସୁରଭି ସୁଇଜରଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ଦେଖାଯାଇଛିା

ଜ୍ୟୋତି ଛୋଟ ପରଦାରେ ନିଜ ଅଭିନୟ ଦକ୍ଷତାରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତିା ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥା’ନ୍ତିା

ସୁରଭି ଜି ଟିଭିରେ ପ୍ରସାରିତ ‘କୁବୁଲ ହୈ’ରେ ଅଭିନୟ କରି ପରିଚୟ ସୃଷ୍ଟି କରିଥିଲୋ ସେହ ସିରିଏଲରୁ ହିଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା।

Comment