ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟରୋ

ଜାଣନ୍ତୁ ମୋଦିଙ୍କ ଦ୍ଵିତୀୟ ଇନିଂସ କ୍ୟାବିନେଟରେ କେଉଁମାନେ ସାମିଲ?

କ୍ୟାବିନେଟ ମନ୍ତ୍ରୀ

  • ରାଜନାଥ ସିଂ
  • ଅମିତ ଶାହ
  • ନୀତିନ୍ ଗଡକରି
  • ସଦାନନ୍ଦ ଗୌଡା
  • ନିର୍ମଳା ସୀତାରମଣ
  • ଶ୍ରୀ ରାମବିଲାସ ପାସୱାନ
  • ନରେନ୍ଦ୍ର ସିଂ ତୋମାର
  • ରବିଶଙ୍କର ପ୍ରସାଦ
  • ହରସିମରତ କୌର ବାଦଲ
  • ଧାବରଚନ୍ଦ ଗେହଲଟ
  • ଏସ ଜୟଶଙ୍କର
  • ରମେଶ ପୋଖରିଆଲ
  • ଅର୍ଜୁନ ମୁଣ୍ଡା
  • ସ୍ମୃତି ଇରାନୀ
  • ହର୍ଷ ବର୍ଦ୍ଧନ
  • ପ୍ରକାଶ ଜାଭଡେକର
  • ପିୟୁଷ ଗୋଏଲ
  • ଧର୍ମେନ୍ଦ୍ର ପ୍ରଧାନ
  • ମୁଖତାର ଅବାସ ନକଭୀ
  • ପ୍ରହ୍ଲାଦ ଯୋଶୀ
  • ମହେନ୍ଦ୍ର ନାଥ ପାଣ୍ଡେ
  • ଅରବିନ୍ଦ ସାୱନ୍ତ
  • ଗିରିରାଜ ସିଂହ
  • ଗଜେନ୍ଦ୍ର ସିଂହ ଶେଖାୱତ

ରାଷ୍ଟ୍ରମନ୍ତ୍ର(ସ୍ୱାଧୀନ)

  • ସନ୍ତୋଷ କୁମାର ଗଙ୍ଗୱାର
  • ରାଓ ଇନ୍ଦ୍ରଜିତ ସିଂ
  • ଶ୍ରୀପଦ ୟେସୋ ନାୟକ
  • ଜିତେନ୍ଦ୍ର ସିଂହ
  • କିରଣ ରିଜିହୁ
  • ପ୍ରହ୍ଲାଦ ସିଂ
  • ରାଜକୁମାର ସିଂହ
  • ହରଦୀପ ସିଂ ପୁରୀ
  • ମନସୁଖ ମାଣ୍ଡଭ୍ୟା

ରାଷ୍ଟ୍ରମନ୍ତ୍ର

  • ପଗନ ସିଂ କୁଲସ୍ତେ
  • ଅଶ୍ୱୀନ କୁମାର ଚୌବେ
  • ଅର୍ଜୁନ ରାମ ମେଘୱାଲ
  • ଜେନେରାଲ ବିଜୟ କୁମାର ସିଂହ
  • କ୍ରିଷନ ପାଲ ଗୁର୍ଜର
  • ରାଓସାହେବ ଦାଦା ଭାଇ ପଟେଲ
  • ଗଙ୍ଗାପୁରମ କିଷନ ରେଡି
  • ପୁରୁଷୋତ୍ତମ ରୁପାଲା
  • ରାମଦାସ ଅଠାୱଲେ
  • ସ୍ୱାଧୀ ନିରଞ୍ଜନ ଜ୍ୟୋତି
  • ବାବୁଲ ସୁପ୍ରିୟୋ
  • ସଂଜୀବ ବାଲ୍ୟାନ୍‌
  • ଧ୍ରେତ୍ରେ ସଂଜୟ ଶ୍ୟାମରାଓ
  • ସୁରେଶ ଅଙ୍ଗଡି
  • ଅନୁରାଗ ଠାକୁର
  • ନିତ୍ୟାନନ୍ଦ ରାୟ
  • ରତନଲାଲ୍‌ କଟାରିଆ
  • ଭି. ମୁରଲୀ ଧରନ୍‌
  • ରେଣୁକା ସିଂହ ସରୁତା
  • ସୋମ ପ୍ରକାଶ
  • ରାମେଶ୍ୱର ତେଲି
  • ପ୍ରତାପ ଷଡ଼ଙ୍ଗୀ
  • କୈଳାଶ ଚୌଧୁରୀ
  • ଦେବଶ୍ରୀ ଚୌଧୁରୀ

Comment