ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’ ଅନେକ ବିବାଦ ପରେ ଏବେ ରିଲିଜ ହେବାକୁ ପ୍ରସ୍ତୁତ। ଫିଲ୍ମଟି ଜାନୁଆରୀରେ ରିଲିଜ ହେବାର ଥିଲା। ହେଲେ ସେହି ସମୟରେ ମଣିକର୍ଣ୍ଣିକା ରିଲିଜ ହେବାରୁ ‘ସୁପର ୩୦’ର ରିଲିଜ ଡେଟ୍ ପରିବର୍ତ୍ତନ କରାଯାଇଥିଲା।

ଆଉ ଏବେ ଫିଲ୍ମଟି ରିଲିଜ ହେବାକୁ ପ୍ରସ୍ତୁତ ହେଉଛିା ଅଭିନେତା ହ୍ରିତିକ ରୋଶନ ସୋସିଆଲ ମିଡିଆରେ ଫିଲ୍ମର ଏକ ପୋଷ୍ଟର ଜାରି କରିଛନ୍ତିା ଫିଲ୍ମର ଟ୍ରେଲର ଜୁନ ୪ରେ ରିଲିଜ ହେବ ବୋଲି ହ୍ରିତିକ ସୂଚନା ଦେଇଛନ୍ତିା

ଫିଲ୍ମ ଟି ଜୁଲାଇ ୧୨ରେ ରିଲିଜ ହେବ ବୋଲି ହ୍ରିତିକ ତାଙ୍କ ପୋଷ୍ଟରେ ଲେଖିଛନ୍ତିା ‘ସୁପର ୩୦’ରେ ହିତ୍ରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ହ୍ରିତିକଙ୍କ ଫିଲ୍ମ ରିଲିଜ ହେବା ଦିନ ଆଉ ଏକ ଫିଲ୍ମ ମଧ୍ୟ ରିଲିଜ ହେବା ଏହି ଫିଲ୍ମର ଟାଇଟଲ ହେଉଛି  ’ଜବରିଆ ଯୋଡ଼ି’। ଏହି ଫିଲ୍ମରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ପରିଣିତି ଚୋପ୍ରା ନଜର ଆସିବୋ

Comment