ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଉପନ୍ୟାସ ‘ଦେବଦାସ’କୁ ନେଇ ଓଡ଼ିଆରେ ପ୍ରସ୍ତୁତ ଅଞ୍ଜନେୟ ମିଡିଆ ନିବେଦିତ ଫିଲ୍ମ ନାୟକର ନାଁ ଦେବଦାସ ରଥଯାତ୍ରାରେ ରିଲିଜ ହେବ।

ଓଡ଼ିଆରେ ସର୍ବାଧିକ ବ୍ୟୟବହୁଳ ସିନେମା ବୋଲି କୁହାଯାଉଥିବା ଫିଲ୍ମର ପ୍ରଯୋଜନା ସଂସ୍ଥାର କହିବା ଅନୁସାରେ ଫିଲ୍ମ ରିଲିଜ ପାଇଁ ଠିକ ସମୟ ମିଳୁନଥିବାରୁ ଫିଲ୍ମଟି ରିଲିଜରେ ବିଳମ୍ବ ହେଉଛିା

ଫିଲ୍ମରେ ଅସିତ ଦେବଦାସ, ଅନୂ ଚୌଧୁରୀ ଚନ୍ଦ୍ରମୁଖୀ, ପାରୋ ଭୂମିକାରେ ଅଭିନେତ୍ରୀ ଭୂମିକା ଅଭିନୟ କରିଛନ୍ତିା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ।

ଦେବଦାସ ଉପରେ ପୂର୍ବରୁ ବିଭିନ୍ନ ଭାଷାରେ ନିର୍ମାଣ ହୋଇଛିା ଦର୍ଶକ ଏହାକୁ ଦେଖି ସାରିଛନ୍ତିା ତେଣୁ ଏହି ଫିଲ୍ମରେ ଦର୍ଶକଙ୍କ ନଜର ଫିଲ୍ମରେ ନୂଆ ଚରିତ୍ର ଗୁଡ଼ିକରେ ରହିବା

ଖୁବଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ସୂଚନା ମିଳିଛିା

Comment