ଓଡ଼ିଶାଲାଇଭ ବ୍ୟୁରୋ

ବୁଧବାରଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସେବା ଆରମ୍ଭ ହେବା ଆଲିୟାନ୍ସ ଏୟାର ପକ୍ଷରୁ ATR-72 ବିମାନ ଚଳାଚଳ କରିବା କେନ୍ଦ୍ର ସରକାରଙ୍କ ଉଡାନ-ସ୍କିମ ଜରିଆରେ ବିମାନ ଚଳାଚଳ କରିବା

ଉଡାନ ୩ ଯୋଜନାରେ ଝାରସୁଗୁଡାରୁ ବିମାନସେବା ୨ ମାସ ତଳୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସଜେଟ ପକ୍ଷରୁ ବିମାନ ଚଳାଚଳ ଆରମ୍ଭ ହୋଇସାରିଛି।

ଏୟାର ଅଥୋରିଟି ଇଣ୍ଡିଆ ପକ୍ଷରୁ ଗତ ଜୁନ ୧ ତାରିଖରୁ ଭୁବନେଶ୍ୱର ଏବଂ ରାୟପୁରକୁ ବିମାନସେବା ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲା କୌଣସି କାରଣରୁ ଏହା ଆରମ୍ଭ ହୋଇ ପାରିନଥିଲା। ଏହା ଜୁନ ୫ରୁ ଆରମ୍ଭ ହେବାକୁ ଯାଉଛିା

Comment