ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ବୀର କି ଅରଦାସ ବୀରା’ ସିରିଏଲରେ ବୀରା ଭୂମିକାରେ ଅଭନୟ କରିଥିବା ଅଭିନେତ୍ରୀ ଦିଗାଙ୍ଗନା ସୁର୍ଯ୍ୟବଂଶୀଙ୍କୁ କିଏ ନଜାଣିଛିା ଏହି ସିରିଏଲ ତାଙ୍କୁ ଲାଇମଲାଇଟକୁ ଆଣିଥିଲା। ଏହି ସିରିଏଲ ପରେ ଦିଗାଙ୍ଗନାଙ୍କୁ ବିଗ୍ ବସ୍ ସିଜିନ ୯ରେ ଦେଖିବାକୁ ମିଳିଥିଲା।

ଟିଭି ସିରିଏଲ ପରେ ଏବେ ତାଙ୍କୁ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବା ଦିଗାଙ୍ଗନାଙ୍କ ଅଭିନୀତ ଏକ ତେଲୁଗୁ ଫିଲ୍ମ ପରଦାକୁ ଆସିବାକୁ ଯାଉଛିା ଏହି ଫିଲ୍ମର ଟାଇଟଲ ରହିଛି (ହିପି)।

ଦିଗାଙ୍ଗନାଙ୍କ ଏହି ଫିଲ୍ମ ହିପି ଜୁନ୭ରେ ରିଲିଜ ହେବାକୁ ଯାଉଛିା ଏହି ଫିଲ୍ମ ପୂର୍ବରୁ ଦିଗାଙ୍ଗନର ୩ଟି ଫିଲ୍ମରେ କାମ କରି ସାରିଛନ୍ତିା ଏହି ଫିଲ୍ମ ମଧ୍ୟରେ ରହିଛି ‘ଫ୍ରାଇଡେ’, ‘ରଙ୍ଗୀଲା ରାଜା’, ‘ଜଲେବି’।

ଟିଭି ସିରିଏଲ କଥା ଯଦି କୁହାଯାଏ ଦିଗାଙ୍ଗନା ‘କ୍ୟା ହାଦସା କ୍ୟା ହକିକତ’, ‘କୃଷ୍ଣା ଅର୍ଜୁନ’, ‘ବାଳିକା ବଧୂ’, ‘ସାଥ ନିଭାନା ସାଥୀୟା’, ‘କୁବୁଲ ହୈ’ରେ ଅଭିନୟ କରିଛନ୍ତିା

Comment