ଓଡ଼ିଶାଲାଇଭ ବ୍ୟୁରୋ

କେରଳର ଓ୍ୱାୟନାଡ ଲୋକସଭା ଆସନରୁ ବିଜୟୀ ହେବା ପରେ ଆଜି ପ୍ରଥମ ଥର ନିଜ ସଂସଦୀୟ କ୍ଷେତ୍ର ଗସ୍ତ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିା ଏହା ତାଙ୍କର ଦୁଇଦିନଆ ଗସ୍ତ। ଅର୍ଥାତ ରାହୁଲ ଜୁନ ୭ ଏବଂ ୮ ଦୁଇ ଦିନ ଓ୍ୱାୟନାଡରେ ରହିବୋ ନିକଟରେ ଓ୍ୱାୟନାଡସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ନିର୍ବାଚନ ଜିତିବା ପରେ ରାହୁଲଙ୍କର ଏହା ପ୍ରଥମ ଓ୍ୱାୟନାଡ ଗସ୍ତ।

ଏହି ଗସ୍ତରେ ରାହୁଲ ଓ୍ୱାୟନାଡ ଲୋକସଭା ଆସନ ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ର ଗସ୍ତ କରିବୋ

ଏଥର ରାହୁଲ ନିର୍ବାଚନରେ ୨ଟି ଉତ୍ତରପ୍ରଦେଶର ଆମେଠୀ ଓ କେରଳର ଓ୍ୱାୟନାଡ ଆସନରୁ ଲଢ଼ିଥିଲୋ ଆମେଠୀ ଆସନରୁ ଏଥର ରାହୁଲଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା। ହେଲେ ଓ୍ୱାୟନାଡ ଆସନରୁ ସେ ବିଜୟୀ ହୋଇଥିଲୋ

Comment