ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଖାଲି ପଡ଼ିଥିବା ଓଡ଼ିଶାର ୩ଟି, ଗୁଜରାଟର ୨ଟି ଏବଂ ବିହାରର ଗୋଟିଏ ଆସନ ପାଇଁ ନିର୍ବାଚନ ହେବ। ଜୁଲାଇ ୫ରେ ନିର୍ବାଚନ ହେବ। ଆସନ୍ତା ୧୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ଜୁନ୍ ୨୫ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ୨୬ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଜୁନ୍ ୮।

ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଏବଂ ପ୍ରତାପ ଦେବ ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହି ୩ ଆସନ ଓଡ଼ିଶାରୁ ଖାଲି ପଡ଼ିଥିଲା।

Comment