ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ସଚିବାଳୟରେ ୫.୪୫ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ।

ଆଜିର ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ। ଏହାସହ ବଜେଟର କେଉଁ ଦିଗକୁ ଅଧିକ ଗୁରୁତ୍ଵ ଦିଆଯିବ ତାହା ବିଷୟରେ ମଧ୍ୟ ଆଲୋଚନା କରାଯିବ।

ଜୁନ୍ ୨୫ତାରିଖରେ ମଧ୍ୟ ଷୋଡ଼ଷ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

Comment