ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଲି ଇଣ୍ଡଷ୍ଟ୍ରିର ସବୁଠୁ କ୍ୟୁଟ ଯୋଡ଼ି ଭାବେ ରବି ଦୁବେ ଓ ସରଗୁନ ମେହେତା ପରିଚିତ। ଏବେ ଏହି ଯୋଡ଼ି ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ମାଳଦ୍ୱୀପରେ କିଛି ସୁନ୍ଦର ଫଟୋ ଉଭୟ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋରେ ସରଗୁନ ଏକ ଦମ୍ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି।

ଯଦି ରିବଙ୍କ କଥା କୁହାଯାଏ ତେବେ ସେ ଏକଦମ କୁଲ୍ ଲୁକରେ ନଜର ଆସିଛନ୍ତି। ଫଟୋରେ ଉଭୟଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡିଂ ଥିବା ଜଣାପଡ଼ୁଛି। ସମୁଦ୍ର କୂଳରେ ଉଭୟ ଖବୁ ମସ୍ତି କରୁଛନ୍ତି। ୨୦୧୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡ଼ି ସୋସିଆଲ ମିଡିଆରେ ସବୁବେଳେ ସିକ୍ରିୟ ରହିଥାନ୍ତି।

ଯଦି କ୍ୟାରିୟର କଥା କୁହାଯାଏ ତେବେ ସରଗୁନ ଅନେକ ଟିଭ ସିରିଏଲରେ ଅଭିନୟ କରିଛନ୍ତି। ରବି ଶେଷଥର ପାଇଁ ଜି ଟିଭିରେ ପ୍ରସାରିତ ସିରିଏଲ ଜମାଇ ରାଜାରେ ଅଭିନୟ କରିଥିଲେ।

Comment