ଓଡ଼ିଶାଲାଇଭ ବ୍ୟୁରୋ

ଦିନକୁ ଦିନ କେନ୍ଦ୍ରରେ ଓଡ଼ିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଜଣେ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସୁଧା ସିଂଙ୍କୁ କେନ୍ଦ୍ରୀୟ ପଦରେ ସ୍ଥାନ ମିଳିଛି। ତାଙ୍କୁ ସିବିଆଇର ଏସପି ଭାବେ ନିଯୁକ୍ତି କରାଯାଇଛି।

୨୦୦୬ ବ୍ୟାଚର ଅଧିକାରୀଙ୍କୁ ଏହି ବର୍ଷ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ମଧ୍ୟ ସେ ଏସପି ଭାବେ କର୍ଯ୍ୟ କରିଥିଲେ।

ଓଡ଼ିଶାର ଏହି ପୂର୍ବତନ ଏସପିଙ୍କୁ ବର୍ତ୍ତମାନ ସିବିଆଇର ଏସପି ଭାବେ ନିଯୁକ୍ତି ମିଳିଛି।

Comment