ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ଦଶମ କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଆଜି ଘୋଷଣା କରାଯାଇଛି। ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ ଓ୍ଵେବସାଇଟ www.cbse.nic.in କୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ ପ୍ରାୟ ୧ ଲକ୍ଷ ୩୮ ହଜାର ୭୦୫ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେଇଥିଲେ।

କେମିତି ଜାଣିବେ ରେଜଲ୍ଟ

  • ପ୍ରଥମେ ଓ୍ଵେବସାଇଟ www.cbse.nic.in କୁ ଯିବେ।
  • ସିବିଏସଇ ରେଜଲ୍ଟ ଉପରେ କ୍ଲିକ କରିବେ।
  • ପରେ ସେକେଣ୍ଡାରୀ ସ୍କୁଲ ଇକ୍ସାମିନେସନ (ଦଶମ କ୍ଲାସ) ୨୦୧୯ କମ୍ପାର୍ଟମେଣ୍ଟାଲ ଉପରେ କ୍ଲିକ କରିବେ।
  • ସେଥିରେ ନିଜର ସମସ୍ସ ତଥ୍ୟ ଦେବେ।
  • ଶେଷରେ ରେଜଲ୍ଟ ପ୍ରକାଶ ହେବ।

Comment