ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ଅଧଘଣ୍ଟାର ବର୍ଷାରେ ଭାସିଲା ଇସ୍କନ୍‌ ସମ୍ମୁଖ ରାସ୍ତାରେ। ଇସ୍କନ୍‌ ସମ୍ନାରେ ସୃଷ୍ଟି ହୋଇଥିଲା କୁତ୍ରିମ ବନ୍ୟା। ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତମାନେ ଅଣ୍ଟାଏ ଅଣ୍ଟାଏ ପାଣିରେ ଫଶି ରହିଥିଲେ। ଇସ୍କନ୍‌ ମନ୍ଦିର ସମ୍ମୁଖର କିଛି ଦୃଶ୍ୟ ଦେଖନ୍ତୁ ଫଟୋରେ। (ଫଟୋ – ବୁଲୁ ସାହୁ )

ଜନ୍ମାଷ୍ଟମୀ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ପ୍ରବଳ ବର୍ଷାରେ ଭକ୍ତଙ୍କ ଭିଡ଼।
ଅଧଘଣ୍ଟା ବର୍ଷାରେ ଉବୁଟୁବୁ ଇସ୍କନ୍ ମନ୍ଦିର ସମ୍ମୁଖ ରାସ୍ତା।
କୃତ୍ରିମ ଯମୁନାରେ ପଶି ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ଭକ୍ତ।
ସୁଅରେ ଭାସିଗଲା ଚପଲ, ହଟହଟା ହେଲେ ଶ୍ରଦ୍ଧାଳୁ।
ଓଭରବ୍ରିଜ୍‌ ଉପରୁ ଇସ୍କନ୍‌ ସମ୍ମୁଖର କୃତ୍ରିମ ବନ୍ୟା ଦୃଶ୍ୟ।
ଲୋକମାନେ ପାଣି ଭିତରେ ପଶି ଯାତାୟାତ କରୁଛନ୍ତି।

Comment