ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନଙ୍କ ବ୍ୟାଙ୍କ ମିଶ୍ରଣ ନେଇ ବଡ଼ ଧରଣର ଘୋଷଣା ପରେ ଏବେ ୨୭ ସ୍ଥାନରେ ଦେଶରେ ମାତ୍ର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିବ। ଏଗୁଡିକର ନାମ ନିମ୍ନରେ ଦିଆଗଲା:

୧. ଭାରତୀୟ ଷ୍ଟେଟ ବ୍ୟାଙ୍କ

୨. ବ୍ୟାଙ୍କ ଅଫ ବରୋଦା

୩. ବ୍ୟାଙ୍କ ଅଫ ଇଣ୍ଡିଆ

୪. ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ

୫. ଇଣ୍ଡିଆନ ଓଭରସିଜ ବ୍ୟାଙ୍କ

୬. ୟୁକୋ ବ୍ୟାଙ୍କ

୭. ବ୍ୟାଙ୍କ ଅଫ ମହାରାଷ୍ଟ୍ର

୮. ପଞ୍ଜାବ ଓ ସିନ୍ଦ ବ୍ୟାଙ୍କ

୯. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ

୧୦. କାନାରା ବ୍ୟାଙ୍କ

୧୧. ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ

୧୨. ଆଲାହାବାଦ ବ୍ୟାଙ୍କ

Comment