ଓଡ଼ିଶାଲାଇଭ ବ୍ୟୁରୋ

ଦେଶରେ ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ରାଜ୍ୟପାଳଙ୍କୁ ନିଯୁକ୍ତି କରାଯାଇଛି।

କଲରାଜ ମିଶ୍ରଙ୍କୁ ରାଜସ୍ଥାନ ରାଜ୍ୟପାଳ, ଭଗତ୍‌ ସିଂହ କୋଷ୍ୟାରିଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ, ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ, ଅରିଫ ମହମ୍ମଦ ଖାନଙ୍କୁ କେରଳ ରାଜ୍ୟପାଳ, ତାମିଲି ସାଇ ସୌନ୍ଦ୍ରରାଜନ୍‌ଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

Comment