ଓଡ଼ିଶାଲାଇଭ ବ୍ୟୁରୋ

ନିଜର ଦମଦାର ଅଭିନୟ ଯୋଗୁଁ ବଲିଉଡ୍‌ରେ ପରିଚିତ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ଵାର୍ଡ। ଏହି ଆଓ୍ଵାର୍ଡ ଭାରତୀୟ ଚଳଚିତ୍ର ଦୁନିଆର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର।


ଏନେଇ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ଦିଆଯାଇଛି। ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଟୁଇଟରରେ ଅମିତାଭ ବଚ୍ଚନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment