ଓଡ଼ିଶାଲାଇଭ୍ ବ୍ୟୁରୋ

ରେପୋ ରେଟ୍‌ ହ୍ରାସ କଲା ଆରବିଆଇ। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କରିଛି। ରେପୋ ରେଟ୍‌ ଏବେ ୫.୪୦ ପ୍ରତିଶତରୁ କମି ୫.୧୫ ପ୍ରତିଶତ ହୋଇଯାଇଛି।

ଏହି ଘୋଷଣା ପରେ ଲୋକମାନଙ୍କୁ ବ୍ୟାଙ୍କରୁ ଲୋନ୍‌ ନେଲେ ସୁଧହାର କମିଜିବ।

ଏହି ରେପୋ ରେଟ୍‌ କମିବା ପରେ ଗୃହ ୠଣ ଓ ଅଟୋ ଲୋନ୍‌ର ଇଏମ୍‌ଆଇ କମ୍‌ ହେବ।

ଆର୍‌ବିଆଇ ଲଗାତାର ପଞ୍ଚମ ଥର ପାଇଁ ରେପୋ ରେଟ୍‌ ହ୍ରାସ କରିଛି। ପୂର୍ବରୁ ଆରବିଆଇ ଅଗଷ୍ଟ ମାସରେ ୦.୩୦ ପ୍ରତିଶତ କମ୍ କରିଥିଲା।

Comment