ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁଶାନ୍ତ ସିଂହ ରାଜପୁତ, ରଣବୀର ସିଂହଙ୍କ ସହିତ ସିଲଭର ସ୍କ୍ରିନରେ ଧମାଲ ମଚାଇବା ପରେ ଏବେ ବିକି କୌଶଳଙ୍କ ସହିତ ସ୍କ୍ରିନ ସେୟାର କରିବେ ସାରା ଅଲ୍ଲୀ ଖାନ। ଡେବ୍ୟୁ ପରେ ବିଭିନ୍ନ ଫିଲ୍ମରେ ସେ ଲିଡ୍‌ ଚରିତ୍ରରେ ଆସିବେ ବୋଲି ଶୁଣିବାକୁ ମିଳିଛି। ଅନୀସ୍‌ ଓ୍ୱଜମୀଙ୍କ ଆଗାମୀ ଫିଲ୍ମ ବିକି ଓ ସାରାଙ୍କୁ କନଫର୍ମ କୁହାଯାଉଛି।

ଭୁଲଭୁଲୈୟା ପରେ ଅନୀଜ ଓ୍ୱଜମୀ ଆଉ ଏକ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ନଳଆ ଚେହେରାକୁ ନେବାକୁ ଚାହିଁଛନ୍ତି।

ଫିଲ୍ମଟା ଟାଇଟଲ କ’ଣ ରହିବ ତାହା ସ୍ପଷ୍ଟ ହୋଇନଥିଲା ବେଳେ ବିକି କିନ୍ତୁ କମେଡିଆନ ଚରିତ୍ରରେ ନଜର ଆସିବେ।

Comment