ଓଡ଼ିଶାଲାଇଭ୍‌ ବ୍ୟୁରୋ

5T ସଚିବ ଭି କେ ପାଣ୍ଡିୟାନ ଗୁରୁବାର ବଲାଙ୍ଗିର ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ଥିବା ବିଭିନ୍ନ ମେଡିକାଲର ପରଦର୍ଶନ କରି ସ୍ୱାସ୍ଥ୍ୟ ବ୍ୟବସ୍ଥାର ଯାଞ୍ଚ କରିବେ ପାଣ୍ଡିୟାନ। ତୁଷୁରା ମେଡିକାଲରୁ ପାଣ୍ଡିୟାନ ପରିଦର୍ଶନ ଆରମ୍ଭ କରିବେ।

ବୁଧବାର ପାଣ୍ଡିୟାନ କଟକ ବଡ଼ ମେଡିକାଲ ଗସ୍ତ କରିଥିଲେ। ସେଠାରେ ସେ ମେଡିକାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।

Comment