ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଡମିଟ କରାଯାଇଛି।

ସୋମବାର ଅପରାହ୍‌ଣରେ ହଠାତ୍‌ ଲତା ଅସୁସ୍ଥ ହୋଇ ପଡ଼ିଥିଲେ। ଏବେ ତାଙ୍କ ଭେଣ୍ଟିଲେଟରରେ ରଖାଯାଇଛି।

Comment