ଓଡ଼ିଶାଲାଇଭ ବ୍ୟୁରୋ 

ଦିଲ୍ଲୀ ପ୍ରଦୂଷଣରେ ଆଜି ସାମାନ୍ୟ ପରିବର୍ତ୍ତନ ଆସିଛି। ଦୁଇଦିନ ତଳେ ଯେଉଁଠି ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି।

କିଛି ଲୋକ ମର୍ଣ୍ଣିଂ ଓ୍ୱାକ ପାଇଁ ସକାଳୁ ବାହାରକୁ ଆସିଥିବା ଦେଖିବାକୁ ମିଳିଥିଲା। ସେହିପରି ସକାଳୁ ଦେଖାଯାଇଥିବା ଘନ କୁହୁଡ଼ି କିଛି ସମୟ ପାଇଁ ଦିଲ୍ଲୀ ଏନ୍‌ସିଆରକୁ ଆଚ୍ଛାଦିତ କରି ରଖିଥିଲା।

ଦିଲ୍ଲୀ ଏନସିଆରର କିଛି ଅଞ୍ଚଳରେ ଏବେ ପ୍ରଦୂଷଣର ମାତ୍ରା ଖରାପ ଥିବା ଜଣାପଡ଼ିଛି।

Comment