ଓଡ଼ିଶାଲାଇଭ ବ୍ୟୁରୋ

ରାଫେଲ ମାମଲାରେ କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ରାଫେଲ ଚୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି କୋର୍ଟ।

ଭାରତ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଚୁକ୍ତିରେ ଅନିୟମିତତା ଦର୍ଶାଇ ଆଉଥରେ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଯାହାକୁ ଖାରଜ କରି ଦେଇଛନ୍ତି କୋର୍ଟ।

ରାଫେଲ ମାମଲାରେ କୌଣସି ଯାଞ୍ଚ ବା ଏଫ୍‌ଆଇଆର୍‌ ଆବଶ୍ୟକତା ନଥିବା କୋର୍ଟ କହିଛନ୍ତି।

Comment