ଓଡ଼ିଶାଲାଇଭ୍‌ ବ୍ୟୁରୋ

୯ ଜଣ ପୋଲିସ ଅଫିସରଙ୍କୁ ପଦୋନ୍ନତି। ରାଜ୍ୟ ସରକାର ଶନିବାର ୯ ଜଣ ଡିଏସ୍‌ପିଙ୍କୁ ପଦୋନ୍ନିତ ଦେଇଛନ୍ତି। ସେମାନଙ୍କୁ ଡିଏସ୍‌ପିରୁ ଏଏସ୍‌ପି ପାହ୍ୟାକୁ ପଦୋନ୍ନତି କରାଯାଇଛି।

ପ୍ରଦୀପ ଜାଲି, ମନୋରଞ୍ଜନ ପ୍ରଧାନ, ବିପିନ ବେହେରା, ପ୍ରମୋଦ ରଥ, ଇତିକାନ୍ତ ମହାପାତ୍ର, ସୟଦ ମୁଜିବୁର ରେହମାନ, ସୁଦାମ ସାହୁ, କିଶୋର ପାଣିଗ୍ରାହୀ ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ଏଏସ୍‌ପି ପାହ୍ୟା ପ୍ରଦାନ କରାଯାଇଛି।

Comment