ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ରବିବାର ବିଳମ୍ବିତ ରାତିରେ କୋଲକାତାର ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ଅସୁବିଧା ଯୋଗୁଁ ସେ ମେଡିକାଲରେ ଆଡମିଟ୍‌ ହୋଇଥିବା ଜଣାପଡ଼ିଛି।

ତେବେ ନୁସରତଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ସେନେଇ ମେଡିକାଲରୁ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ।

ନୁସରତ ବଙ୍ଗଳା ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ। ପଶ୍ଚିମବଙ୍ଗର ବଶିରହାଟରୁ ସାଂସଦ ହେବା ପରେ ଲଗାତର ଚର୍ଚ୍ଚାରେ ରହିଛନ୍ତି।

Comment