ଓଡ଼ିଶାଲାଇଭ୍ ବ୍ୟୁରୋ

  • ଲବଙ୍ଗ ଆଣ୍ଟିସେପ୍‌ଟିକ୍‌, ଆଣ୍ଟି ଫଙ୍ଗାଲ୍‌, ଆଣ୍ଟି ଅକ୍ସିଡାଣ୍ଟ ଭାବେ କାମ କରେ। ଲବଙ୍ଗକୁ ଦାନ୍ତ ବିନ୍ଧା, ପେଟ ଫୁଲିବା, କାଶ, ବ୍ରୋଙ୍କାଇଟିସ୍‌, ଓଜନ କମାଇବା ଓ ହଜମ କ୍ରିୟାକୁ ତୀବ୍ର କରିବା ପାଇଁ ବ୍ୟବହାର କରିହେବ।
  • ଲବଙ୍ଗକୁ ଚୋବାଇଲେ ଅଧିକ ଲାଳ ବାହାରିଥାଏ, ଯାହାକି ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ ।
  • ଯକୃତ ରୋଗରୁ ଉପଶମ ପାଇଁ ଲବଙ୍ଗ ବେଶ୍‌ ଉପକାରୀ ।
  • ଲବଙ୍ଗ ତେଲ ଲଗାଇବା ଦ୍ଵାରା ଦାନ୍ତବିନ୍ଧା ଦୂର ହୋଇଥାଏ ।
  • ଏହା ଶର୍କରାକୁ ନିୟନ୍ତ୍ରଣ କରିଥାଏ, ତେଣୁ ମଧୁମେହ ପାଇଁ ମଧ୍ୟ ଖୁବ୍‌ ଉପକାରୀ ।

Comment