ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦର, ନିରୋଗ ସ୍ୱାସ୍ଥ୍ୟ ପାଇଁ ସୂର୍ଯ୍ୟ ନମସ୍କାର କରିବା ଅତ୍ୟନ୍ତ ଉପଯୋଗୀ। ନିୟମିତ ସୂର୍ଯ୍ୟ ନମସ୍କାର କରିବା ଫଳରେ ଶରୀରରେ ରଙ୍କ ସଞ୍ଚାଳନ, ହଜମ ପ୍ରକ୍ରିୟା ସୁଦୃଢ଼ ରହିଥାଏ।

ସୂର୍ଯ୍ୟ ନମସ୍କାର କରିବାର ଫାଇଦା

ପାଚନ ତନ୍ତ୍ରକୁ ଠିକ୍‌ ରଖିଥାଏ

ସୂର୍ଯ୍ୟ ନମସ୍କାର କରିବା ଫଳରେ ପେଟ କମ୍‌ ହୋଇଥାଏ।

ମନ ଶାନ୍ତି ରହିଥାଏ।

ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ।

ମାସିକ ଋତୁଚକ୍ର ଠିକ୍‌ ସମୟରେ ହୋଇଥାଏ।

ଓଜନକୁ ନିୟନ୍ତ୍ରଣ ରଖିବା ପାଇଁ ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ।

ତ୍ୱଚା ଉଜ୍ୱଳ ଓ ଚମକଦାର ହୋଇଥାଏ।

ପିଠି, ଆଣ୍ଠୁ ଓ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କରନ୍ତୁ ସୂର୍ଯ୍ୟ ନମସ୍କାର।

Comment