ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ରାଜ୍ୟରେ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ନିକଟରେ ପୋଲିସ୍‌ ଅଧିକାରୀଙ୍କ ଦ୍ୱାରା ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏକ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି।

ଅନ୍ୟପକ୍ଷରେ ଦୁଷ୍କର୍ମ ପୀଡ଼ିତା ରାଜଧାନୀର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସୂଚନା ମିଲିଛି।

Comment