ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ୩ ଏୟାରପୋର୍ଟ ଉଡାନ-୪ ଯୋଜନାରେ ସାମିଲ ହେବ। ଜୟପୁର, ରାଉରକେଲା ଓ ଉତ୍କେଲା ଏୟାରପୋର୍ଟ ଏହି ଯୋଜନାରେ ସାମିଲ ହେବେ। ମୁଖ୍ୟ ସଚିବ ଓ କେନ୍ଦ୍ର ବିମାନ ଚଳାଚଳ  ସଚିବଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ପୂର୍ବରୁ ଝାରସୁଗୁଡ଼ା ବିମାନ ବନ୍ଦର ଉଡାନ ଯୋଜନାରେ ସାମିଲ ହୋଇଛି। ଏହି ଯୋଜନାରେ ଝାରସୁଗୁଡ଼ା ଏୟାରପୋର୍ଟରେ ସାମିଲ ହେବା ପରେ ଦେଶର ୬ଟି ସହରରୁ ଏଠାକୁ ବିମାନ ଚଳାଚଳ କରିବ ବୋଲି କୁହାଯାଇଥିଲା। ଏହି ସହରଗୁଡ଼ିକ ହେଲେ ଭୁବନେଶ୍ୱର, ମୁମ୍ବାଇ, କୋଲକତା, ହାଇଦ୍ରାବାଦ,ଦିଲ୍ଲୀ ଓ ରାୟପୁର।

Comment