ଓଡ଼ିଶାଲାଇଭ୍ ବ୍ୟୁରୋ

ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱାଣେ ହେବେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ।

ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ୍ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ଏହାପରେ ତାଙ୍କର ସ୍ଥାନ ପୂରଣ କରିବା ପାଇଁ ଜେନେରାଲ୍ ମନୋଜ ମୁକୁନ୍ଦ ନରୱାଣେଙ୍କୁ ବଛାଯାଇଛି।

ନରୱାଣେ ବର୍ତ୍ତମାନ ସ୍ଥଳ ସେନାର ଉପମୁଖ୍ୟ ପଦରେ ଅଛନ୍ତି। ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ ଅବସର ନେବା ପରେ ନରୱାଣେ ଏହି ପଦରେ ରହିବେ।

Comment