ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଧାର୍ଯ୍ୟ ହେଲା ନୂଆ ତାରିଖ। ଫେବ୍ରୁଆରି ୧ ତାରିଖ ସକାଳ ୬ଟାରେ ୪ ଦୋଷୀଙ୍କୁ ଦିଆଯିବ ଫାଶୀ। ଏନେଇ ଦିଲ୍ଲୀ ପଟିୟାଲା ହାଉସକୋର୍ଟ ପୁଣିଥରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି।

ଦୋଷୀ ମୁକେଶ ସିଂର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ପଟିୟାଲା ହାଉସକୋର୍ଟ ଆଉ ଥରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି।

ପୂର୍ବରୁ ଜାନୁଆରି ୨୨ରେ ଦୋଷୀଙ୍କୁ ଫାଶୀ ଦେବାକୁ ତାରିଖ ସ୍ଥିର ହୋଇଥିଲା।

Comment