ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ବଜେଟ୍‌ରେ ରେଲୱେ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ୧୫୦ଟି ନୂଆ ଟ୍ରେନ୍‌ ଚଳାଚଳ ଉପରେ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି। ଏହାସହ ୨୪୦୦ କିଲୋମିଟର ଯାଏଁ ରେଳପଥର ବିଦ୍ୟୁତକରଣ କରାଯିବ। ଏହାସହ ଦ୍ରୁତଗାମୀ ଟ୍ରେନ ସଂଖ୍ୟା ବୃଦ୍ଧି କରାଯିବ। ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଏହି ଦ୍ରୁତଗାମୀ ଟ୍ରେନ ଚଳାଚଳ କରିବ। ମୁମ୍ବାଇ ଅହମ୍ମଦା ଭିତରେ ବୁଲେଟ ଟ୍ରେନ ଚଳାଚଳ କରିବ। ଏଥିପାଇଁ କାମ ଦ୍ରୁତଗତିରେ ଆରମ୍ଭ ହେବ।

ପରିବହନ କ୍ଷେତ୍ର ଉପରେ ମଧ୍ୟ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ୧.୭୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ।

Comment