ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଏୟାରଟେଲ୍ ସିମ୍ ବ୍ୟବହାର କରୁଥିବା ଗ୍ରାହକମାନେ ୧୪୯ ଟଙ୍କାରେ ଅନଲିମିଟେଡ୍ କଲିଂ ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

ଟେଲିକମ୍ ଜଗତରେ ଲାଗି ରହିଥିବା ପ୍ରତିଯୋଗିତାକୁ ଦେଖି ଏୟାରଟେଲ୍ ଏହି ପ୍ଲାନ୍ ଆଣିଛି। ଏଥିରେ ଗ୍ରାହକମାନେ ୧୪୯ ଟଙ୍କା ରିଚାର୍ଜ କରି ୨୮ ଦିନ ପାଇଁ ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍  କଲ୍ କରିପାରିବେ। ଏଥିସହିତ ଏହି ପ୍ଲାନରେ ଗ୍ରାହକଙ୍କୁ ୨ଜିବିର ମାଗଣା ଡାଟା ମଧ୍ୟ ମିଳିବ।

ଏୟାରଟେଲର ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ଅନଲିମିଟେଜ୍ ୱିଙ୍କ୍ ମ୍ୟୁଜିକ୍ ମଧ୍ୟ ଶୁଣିପାରିବେ। ଏଥିସହିତ ଏୟାରଟେଲ୍ xtremeରେ ଗ୍ରାହକମାନେ ୩୭୦ରୁ ଅଧିକ ଚ୍ୟାନେଲ ଓ ୧୦ ହଜାରରୁ ଅଧିକ ଫିଲ୍ମ ଦେଖିପାରିବେ।

Comment