ଓଡ଼ିଶାଲାଇଭ୍‌ ବ୍ୟୁରୋ

ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍ (UPSC) ଅଧୀନରେ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ପଦବୀ: 

  • ସାଇଣ୍ଟିଷ୍ଟ ବି (ଜିଓ-ଫିଜିକ୍ସ) – କେନ୍ଦ୍ରୀୟ ଜଳ ଏବଂ ଶକ୍ତି ଗବେଷଣା କେନ୍ଦ୍ର, ପୁନେ (ମିନିଷ୍ଟ୍ରୀ ଅଫ୍‌ ଜଲ୍‌ ଶକ୍ତି) – ୨ଟି ପଦବୀ
  • ସାଇଣ୍ଟିଷ୍ଟ ବି (ଫିଜିକ୍ସ) – ଜାତୀୟ ଜଳ ଏବଂ ଶକ୍ତି ଗବେଷଣା କେନ୍ଦ୍ର, ପୁନେ (ମିନିଷ୍ଟ୍ରୀ ଅଫ୍‌ ଜଲ୍‌ ଶକ୍ତି) – ୨ଟି ପଦବୀ
  • ସାଇଣ୍ଟିଷ୍ଟ ବି (କେମେଷ୍ଟ୍ରୀ) – ଜାତୀୟ ମୃତ୍ତିକା ଏବଂ ସାମଗ୍ରୀ ଗବେଷଣା କେନ୍ଦ୍ର, ନୂଆ ଦିଲ୍ଲୀ (ମିନିଷ୍ଟ୍ରୀ ଅଫ୍‌ ଜଲ୍‌ ଶକ୍ତି) – ଗୋଟିଏ ପଦବୀ
  • ଆସିଷ୍ଟାଣ୍ଟ ଜିଓ-ଫିଜିସିଷ୍ଟ- ଜିଓଲୋଜୀକାଲ ସର୍ଭେ ଅଫ୍‌ ଇଣ୍ଡିଆ (ମିନିଷ୍ଟ୍ରୀ ଅଫ୍‌ ମାଇନ୍ସ) – ୧୭ଟି ପଦବୀ
  • ସିନିୟର୍‌ ଡିଭିଜନାଲ୍‌ ମେଡିକାଲ ଅଫିସର୍‌ (କାର୍ଡିଓଲୋଜୀ) – ରେଲ୍‌ଓ୍ଵେ ବୋର୍ଡ (ମିନିଷ୍ଟ୍ରୀ ଅଫ୍‌ ରେଲ୍‌ଓ୍ଵେ) – ୩ଟି ପଦବୀ
  • ସିନିୟର୍‌ ଡିଭିଜନାଲ୍‌ ମେଡିକାଲ ଅଫିସର୍‌ (କାର୍ଡିଓଲୋଜୀ-ଥୋରାସିକ୍‌ ସର୍ଜରୀ) – ରେଲ୍‌ଓ୍ଵେ ବୋର୍ଡ (ମିନିଷ୍ଟ୍ରୀ ଅଫ୍‌ ରେଲ୍‌ଓ୍ଵେ) – ୪ଟି ପଦବୀ
  • ସିନିୟର୍‌ ଡିଭିଜନାଲ୍‌ ମେଡିକାଲ ଅଫିସର୍‌ (କ୍ୟାନ୍‌ସର୍‌ ସର୍ଜରୀ) – ରେଲ୍‌ଓ୍ଵେ ବୋର୍ଡ (ମିନିଷ୍ଟ୍ରୀ ଅଫ୍‌ ରେଲ୍‌ଓ୍ଵେ) – ୩ଟି ପଦବୀ
  • ସିଷ୍ଟମ ଆନାଲିଷ୍ଟ- ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌- ୫ଟି ପଦବୀ
  • ସ୍ପେଶିଆଲିଷ୍ଟ ଗ୍ରେଡ୍‌ ୩ (ମାଇକ୍ରୋବାୟୋଲୋଜୀ/ବାକ୍ଟେରିଓଲୋଜୀ) – ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- ୩ଟି ପଦବୀ
  • ସ୍ପେଶିଆଲିଷ୍ଟ ଗ୍ରେଡ୍‌ ୩ (ନେଫ୍ରୋଲୋଜୀ) – ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- ଗୋଟିଏ ପଦବୀ
  • ସ୍ପେଶିଆଲିଷ୍ଟ ଗ୍ରେଡ୍‌ ୩ (ୟୁରୋଲୋଜୀ) – ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- ୨ଟି ପଦବୀ
  • ଇଂରାଜୀ ଅଧ୍ୟାପକ- ଡିପାର୍ଟମେଣ୍ଟ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ (ୟୁନିଅନ୍‌ ଟେରିଟୋରୀ ଆଡ୍‌ମିନିଷ୍ଟ୍ରେସନ୍‌ ଅଫ୍‌ ଡାମନ୍‌ ଆଣ୍ଡ ଡିୟୁ) – ଗୋଟିଏ ପଦବୀ
  • ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ- ଆନିମାଲ୍‌ ହଜ୍‌ବେଣ୍ଡ୍ରୀ ବିଭାଗ (ୟୁନିଅନ୍‌ ଟେରିଟୋରୀ ଅଫ୍‌ ଲାକ୍ଷାଦ୍ଵୀପ) – ୯ଟି ପଦବୀ

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟସ୍‌ ନିର୍ଦ୍ଧାରିତ ସମୟ ପୂର୍ବରୁ ଅପ୍‌ଲୋଡ୍‌ କରିବାକୁ ହେବ।

ଏହି ବିଜ୍ଞପ୍ତି ସଂପର୍କିତ ଯେକୌଣସି ତଥ୍ୟ ପାଇଁ upsc.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment