ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଗ୍ୟାସ୍‌ଟ୍ରୋ ଆଣ୍ଡ୍‌ କିଡ୍‌ନୀ କେୟାର୍‌ ହସ୍ପିଟାଲ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପଦବୀ:

  • ସିଷ୍ଟମ ଆନାଲିଷ୍ଟ (ଆଇଟି) – ଏମ୍‌ବିଏ/ବିସିଏ/ଡିପ୍ଲୋମାସ ଡିଗ୍ରୀ ସହ ଆଇଟିରେ ଅତିକମ୍‌ରେ ୩ରୁ ୫ ବର୍ଷର ଅଭିଜ୍ଞତା
  • ଆସିଷ୍ଟାଣ୍ଟ ଆକାଉଣ୍ଟସ୍‌ ମ୍ୟାନେଜର୍‌- ସିଏ/ଏମ୍‌.କମ୍‌/ବି.କମ୍‌ ଡିଗ୍ରୀ ସହ ସିଏରେ ୩ରୁ ୫ ବର୍ଷର ଅଭିଜ୍ଞତା
  • ସିନିୟର୍‌ ଫ୍ରଣ୍ଟ ଅଫିସ୍‌ ଏକ୍‌ଜିକ୍ୟୁଟିଭ୍‌- ଏମ୍‌ବିଏ/ପିଜି/ଗ୍ରାଜୁଏଟ୍‌ ଡିଗ୍ରୀ ସହ ହେଲ୍‌ଥ୍‌କେୟାର୍‌/ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀରେ ଅତିକମ୍‌ରେ ୨ରୁ ୩ ବର୍ଷର ଅଭିଜ୍ଞତା
  • ପେସେଣ୍ଟ କେୟାର କୋର୍ଡିନେଟର୍‌- ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଏହି ବିଭାଗରେ ଅତିକମ୍‌ରେ ୩ରୁ ୮ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ସିଭିଲ୍‌ ଇଞ୍ଜିନିୟର୍‌- ସିଭିଲ୍‌ରେ ବି.ଟେକ୍‌ କିମ୍ବା ଡିପ୍ଲୋମା କରିବା ସହ ଅଫିସ୍‌ କନ୍‌ଷ୍ଟ୍ରକ୍‌ସନ୍‌ ଲାଇନ୍‌/ମଲ୍‌/ହାଇ ରାଇଜ୍‌ ବିଲ୍ଡିଂ/ହାଇ ରାଇଜ୍‌ ଅଫିସ୍‌ କମ୍ପ୍ଲେକ୍ସରେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଇଲେକ୍ଟ୍ରିକାଲ ଇଞ୍ଜିନିୟର- ଇଲେକ୍ଟ୍ରିକାଲ୍‌ରେ ବି.ଟେକ୍‌/ଡିପ୍ଲୋମା ସହ ଅଫିସ୍‌ କନ୍‌ଷ୍ଟ୍ରକ୍‌ସନ୍‌ ଲାଇନ୍‌/ମଲ୍‌/ହାଇ ରାଇଜ୍‌ ବିଲ୍ଡିଂ/ହାଇ ରାଇଜ୍‌ ଅଫିସ୍‌ କମ୍ପ୍ଲେକ୍ସରେ ଅତିକମ୍‌ରେ ୪ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଏମ୍‌ଇପି ଇଞ୍ଜିନିୟର- ସିଭିଲ୍‌ କିମ୍ବା ମେକାନିକାଲ୍‌ରେ ବି.ଟେକ୍‌ ଡିଗ୍ରୀ ସହ ଅଫିସ୍‌ କନ୍‌ଷ୍ଟ୍ରକ୍‌ସନ୍‌ ଲାଇନ୍‌/ମଲ୍‌/ହାଇ ରାଇଜ୍‌ ବିଲ୍ଡିଂ/ହାଇ ରାଇଜ୍‌ ଅଫିସ୍‌ କମ୍ପ୍ଲେକ୍ସରେ ଅତିକମ୍‌ରେ ୪ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଇଲେକ୍ଟ୍ରିସିଆନ୍‌- ଇଲେକ୍ଟ୍ରିକାଲ୍‌ରେ ଡିପ୍ଲୋମା ଡିଗ୍ରୀ ସହ କନ୍‌ଷ୍ଟ୍ରକ୍‌ସନ୍‌ ସାଇଟ୍‌ ପ୍ରୋଜେକ୍ଟରେ ୩ରୁ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଅପରେସନ୍‌ ମ୍ୟାନେଜର୍‌- ହସ୍ପିଟାଲ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ଏମ୍‌ବିଏ/ଏମ୍‌ଏଚ୍‌ଏ ଡିଗ୍ରୀ ସହ କର୍ପୋରେଟ୍‌ ହସ୍ପିଟାଲ୍‌ରେ ୮ରୁ ୧୨ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

  • ଇଚ୍ଛୁ ପ୍ରାର୍ଥୀମାନେ ନିଜର ବୋୟୋଡାଟା ଏବଂ କଲର୍‌ ଫଟୋigkchospital@gmail.com କୁ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।
  • ଠିକଣା- ଗ୍ୟାସ୍‌ଟ୍ରୋ ଆଣ୍ଡ୍‌ କିଡ୍‌ନୀ କୋୟାର୍‌ ହସ୍ପିଟାଲ୍‌, ଏନ୍‌-୧, ପ୍ଲଟ୍‌- ୧୪୬୦/୬୧, ଆଇଆର୍‌ସି ଭିଲେଜ୍‌, ନୟାପଲ୍ଲୀ, ଭୁବନେଶ୍ଵର-୧୫, ଜିଲ୍ଲା- ଖୋର୍ଦ୍ଧା, ଓଡ଼ିଶା

ସୌଜନ୍ୟ: ଚାକିରି ପ୍ଲସ୍‌

Comment