ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମୋଟ ୩ ହଜାର ୯୬୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏନେଇ ଚଳିତ ରାଜ୍ୟ ବଜେଟରେ ବ୍ୟୟବରାଦ ଧାର୍ଯ୍ୟ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

  • ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପାଇଁ ଖର୍ଚ୍ଚ ହେବ ୩ ହଜାର ୯୬୨ କୋଟି ଟଙ୍କା
  • ନଗରାଞ୍ଚଳରେ ଗୃହନିର୍ମାଣ ପାଇଁ ଆଉ ୫୧୮ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କଲେ ଅର୍ଥମନ୍ତ୍ରୀ
  • ପୌରାଞ୍ଚଳର ବସ୍ତି ବାସିନ୍ଧାଙ୍କୁ ଭୂମି ଅଧିକାର ସହ ମୌଳିକ ସୁବିଧା ସୁଯୋଗ ଦେବ ‘ଜାଗା ମିଶନ’

Comment