ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଫିସ୍‌ ଅଫ୍‌ ଡିରେକ୍ଟର ଜେନେରାଲ ତଥା ଓଡ଼ିଶା ପୋଲିସ୍‌ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଲିଗାଲ୍‌ ଆଡ୍‌ଭାଇଜର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଅବସରପ୍ରାପ୍ତ ଡିଷ୍ଟ୍ରିକ୍ଟ ଜଜ୍‌/ଆଡିସ୍‌ନାଲ ଡିଷ୍ଟ୍ରିକ୍ଟ ଜଜ୍‌/ପବ୍ଲିକ୍‌ ପ୍ରୋସିକ୍ୟୁଟର/ ଆଡିସ୍‌ନାଲ ପବ୍ଲିକ୍‌ ପ୍ରୋସିକ୍ୟୁଟରମାନେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୧ ତାରିଖ ରହିଛି।

ଯୋଗ୍ୟତା:

ସରକାରୀ କାର୍ଯ୍ୟାଳୟରୁ ଅବସର ନେଇଥିବା ତଥା ଅବସରପ୍ରାପ୍ତ ଡିଷ୍ଟ୍ରିକ୍ଟ ଜଜ୍‌/ଆଡିସ୍‌ନାଲ ଡିଷ୍ଟ୍ରିକ୍ଟ ଜଜ୍‌/ପବ୍ଲିକ୍‌ ପ୍ରୋସିକ୍ୟୁଟର/ ଆଡିସ୍‌ନାଲ ପବ୍ଲିକ୍‌ ପ୍ରୋସିକ୍ୟୁଟର ମାନେ ବିଁ ଆବେଦନ କରିପାରିବେ।

ବୟସ ସୀମା– ୬୫ ବର୍ଷରୁ କମ୍‌ ବୟସ୍କ

 

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ୨୦୨୦ ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

  • ଠିକଣା– ଡିରେକ୍ଟର ଜେନେରାଲ ଅଫ୍‌ ପୋଲିସ୍‌, ଓଡ଼ିଶା, କଟକ
  • ଅଧିକ ତଥ୍ୟ ପାଇଁ  odishapolice.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment