ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଇଫ୍‌ ଇନ୍‌ସୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (LIC) ରେ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଆର୍କିଟେକ୍ଟ ଏବଂ ଆସିଷ୍ଟାଣ୍ଟ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୧୫ ଯାଏଁ ଚାଲୁ ରହିବ।

ପଦବୀ ସଂଖ୍ୟା:

  • ଆସିଷ୍ଟାଣ୍ଟ ଇଞ୍ଜିନିୟର- ୫୦ଟି ପଦବୀ
  • ଆସିଷ୍ଟାଣ୍ଟ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍‌- ୧୬୮ଟି ପଦବୀ

ପରୀକ୍ଷା ସୂଚନା:

  • ପ୍ରିଲିମ୍‌ନାରୀ ପରୀକ୍ଷା ପାଇଁ ଆଡ୍‌ମିଟ୍‌କାର୍ଡ ଡାଉନ୍‌ଲୋଡ୍‌ ତାରିଖ- ୨୦୨୦ ମାର୍ଚ୍ଚ ୨୭ରୁ ଏପ୍ରିଲ୍‌ ୪
  • ପ୍ରିଲିମ୍‌ନାରୀ ପରୀକ୍ଷା- ୨୦୨୦ ଏପ୍ରିଲ୍‌ ୪

LIC

ବୟସ ସୀମା– ୨୦୨୦ ଫେବ୍ରୁଆରି ୧ ସୁଦ୍ଧା ୨୧ରୁ ୩୦ ବର୍ଷ ବୟସ୍କ (ସଂରକ୍ଷିତ ବର୍ଗ ପାଇଁ ବୟସ ସୀମା କୋହଳ କରାଯାଇଛି।)

ଦରମା– ୩୨, ୭୯୫ରୁ ୬୨,୩୧୫ ଟଙ୍କା

ଆବେଦନ ଶୁଳ୍କ:

  • ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମଙ୍କ ପାଇଁ- ୮୫ ଟଙ୍କା (+ଜିଏସ୍‌ଟି)
  • ଅନ୍ୟ ବର୍ଗଙ୍କ ପାଇଁ- ୭୦୦ ଟଙ୍କା (+ଜିଏସ୍‌ଟି)

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦ କରିପାରିବେ।

ଏହି ପଦବୀ ବିଷୟରେ ସବିଶେଷ ସୂଚନା ପାଇଁ licindia.in ରେ ଲଗ୍‌ଇନ୍‌ କରନ୍ତୁ।

Comment