ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର (CTTC), ଭୁବନେଶ୍ଵରରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ ଏବଂ ଆକାଉଣ୍ଟାଣ୍ଟ ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ ଓ ଯୋଗ୍ୟତା:

  • ଆଡ୍‌ମିନିଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ – ଯେକୌଣସି ବିଷୟରେ (ପ୍ରାଧାନ୍ୟ-ଏମ୍‌ବିଏ) ସ୍ନାତକ ଡିଗ୍ରୀ ହାସଲ କରିଥିବେ। ଅଫିସ୍‌ର କରେସ୍‌ପଣ୍ଡେସ୍ କିମ୍ବା କାର୍ଯ୍ୟଭାର ସମ୍ଭାଳିବାରେ ଅତିକମ୍‌ରେ ୧ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଆକାଉଣ୍ଟାଣ୍ଟ୍‌ ଆସିଷ୍ଟାଣ୍ଟ – କମର୍ସରେ ୫୦% ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଏମ୍‌ଏସ୍‌ ଅଫିସ୍‌ ଓ ଟାଲିରେ ଜ୍ଞାନ ଥିବ।

ବୟସ– ୨୦୨୦ ମାର୍ଚ୍ଚ ୧୩ ସୁଦ୍ଧା ଅତିବେଶୀରେ ୩୦ ବର୍ଷ

ଇଣ୍ଟରଭ୍ୟୁ ସମୟ– ୧୯ ମାର୍ଚ୍ଚ ୨୦୨୦, ସକାଳ ୯ରୁ ୧୦.୩୦ (ରିପୋର୍ଟିଂ ଟାଇମ୍‌)

ଇଣ୍ଟରଭ୍ୟୁ ସ୍ଥାନ– ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର, ବି-୩୬, ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍‌ ଏରିଆ, ଭୁବନେଶ୍ଵର-୭୫୧୦୨୪, ଓଡ଼ିଶା

  • ଫୋନ୍‌ ନମ୍ବର– 7788836660, 9437965670
  • ଇ ମେଲ୍‌– cttc@cttc.gov.in
  • ଓ୍ଵେବ୍‌ସାଇଟ୍‌– cttc.gov.in

ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌– ପାସ୍‌ପୋର୍ଟ ସାଇଜ୍‌ ଫଟୋ ସହ ବାୟୋଡାଟା, ଶିକ୍ଷାଗତ ସାର୍ଟିଫିକେ୍ଟ୍‌ (ଅରିଜିନାଲ୍‌), ଅଭିଜ୍ଞତା ସାର୍ଟିଫିକେଟ୍‌

Source: https://www.chakiri.plus/

Comment