ଓଡ଼ିଶାଲାଇଭ୍‌ ବ୍ୟୁରୋ

AIIMS ଭୁବନେଶ୍ୱରରେ ସିନିୟର ରେସିଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ। ଏହି ନିଯୁକ୍ତି କ୍ୱାଟର ହିସାବରେ ଦିଆଯାଏ।

  • ପ୍ରଥମ କ୍ୱାଟର- ମେ, ଜୁନ୍, ଜୁଲାଇ ମାସ- (ଆବେଦନର ଶେଷ ତାରିଖ- ଜୁଲାଇ ୩୧)
  • ଦ୍ୱିତୀୟ କ୍ୱାଟର- ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମାସ- (ଆବେଦନର ଶେଷ ତାରିଖ- ଅକ୍ଟୋବର ୩୧)
  • ତୃତୀୟ କ୍ୱାଟର- ନଭେମ୍ବର, ଡିସେମ୍ବର, ଜାନୁଆରି- (ଆବେଦନର ଶେଷ ତାରିଖ- ଜାନୁଆରି ୩୧)
  • ଚତୁର୍ଥ କ୍ୱାଟର- ଫେବୃଆରି, ମାର୍ଚ୍ଚ, ଏପ୍ରିଲ- (ଆବେଦନର ଶେଷ ତାରିଖ- ଏପ୍ରିଲ ୩୧)

ଯୋଗ୍ୟତା– MCI ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍.ଡିଏମ୍.ଏସ୍ ଏମ୍.ଡି.ଏସ୍ ଡି.ଏମ୍ ଆଦି ମେଡିକାଲ ଡିଗ୍ରୀ (ସ୍ନାତକୋତ୍ତର) ହାସଲ କରିଥିବେ।

ବୟସ– ଆବେଦନର ଶେଷ ତାରିଖ ସୁଦ୍ଧ ଅତିବେଶୀରେ ୪୦ ବର୍ଷ ହୋଇଥିବ।

ଦରମା– ୬୭,୭୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥମାନେ ଅନଲାଇନ୍ ଏମ୍ସ୍ ଭୁବନେଶ୍ୱରର ଅଫିସିଆଲ୍ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏହିପରେ ନିଜର ଆବେଦନପତ୍ରର ହାଡକପି ବାହାର କରି ଶସମସ୍ତ ଦରକାରୀ ଶିକ୍ଷାଗତ ପ୍ରମାଣପତ୍ରର ଫଟୋକପି ସହ ଆବେଦନର ଶେଷ ତାରିଖର ୧୫ ଦିନ ମଧ୍ୟରେ ନିମ୍ନଲିଖଇତ ଠିକଣାରେ ପଠାଇବାକୁ ପଡ଼ିବ।

ଠିକଣା– ଦି ଡିନ୍, ଏମ୍ସ୍ ଭୁବନେଶ୍ୱର, ଆଡମିନିଷ୍ଟ୍ରେଟିଭ୍ ବ୍ଲକ୍, ଫାଷ୍ଟ ଫ୍ଲୋର୍, ସିଜୁଆ, ପୋ- ଡୁମ୍ଡୁମା, ଭୁବନେଶ୍ୱର (ଓଡ଼ିଶା)-751019

ଇ ମେଲ୍– dean@aiimsbhubaneswar.edu.in

ଏହି ନିଯୁକ୍ତି ବିଷୟରେ ସବିଶେଷ ବିବରଣୀ ପାଇଁ aiimsbhubaneswar.nic.in ରେ ଲଗ୍ଇନ୍ କରନ୍ତୁ।

Source: www.chakiri.plus

Comment