ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (IIAP) ରେ ପ୍ରୋଡେକ୍ଟ ଇଞ୍ଜିନିୟର-II ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୧୫ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା:

  • ମେକାନିକାଲପ୍ରଡକ୍ସନ କିମ୍ବା ସମକକ୍ଷକ ଇଞ୍ଜିନିୟରିଂ ବିଭାଗରେ ବି.ଇବି.ଟେକ୍ ଡିଗ୍ରୀ ହାସଲ କରିଥିବେ
  • ଡିଗ୍ରୀ ପରି କୌଣସି ଇଣ୍ଡଷ୍ଟ୍ରୀପବ୍ଲିକ୍ ସେକ୍ଟରସରକାରୀ ସଂସ୍ଥାରେ ପ୍ରୋଡେକ୍ଟ ମ୍ୟାନେଜମେଣ୍ଟ, ପ୍ରିସିଜନ୍ ମାନୁଫାକ୍ଚରିଂ, ମେକାନିକାଲ ଇଞ୍ଜିନିୟରିଂ ଇନସ୍ପେକ୍ସନ୍ ଆଦିରେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବ

ବୟସ– ୩୫ବର୍ଷ

IIA

ଦରମା– ୮୦,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜର ସମସ୍ତ ଆବଶ୍ୟକୀୟ ଶିକ୍ଷାଗତ ଡକ୍ୟୁମେଣ୍ଟସ୍, ଅଭିଜ୍ଞତା ସାର୍ଟିଫିକେଟର ସ୍କାନ କପି ସହ ଅନଲାଇନ୍ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ iiap.res.in ରେ କ୍ଲିକ୍ କରନ୍ତୁ।

Comment